ଯୈାବନରେ ବାଧ୍ୟ ହୋଇ ଦେହ ବ୍ୟବସାୟ କରନ୍ତି ଏହି ଗାଁର ଝିଅମାନେ, ଘର ଲୋକଙ୍କ ଅନୁମତିରେ କରନ୍ତି ଏହି କାରନାମା…

ଭାରତରେ ଦେହ ବ୍ୟବସାୟ ଧନ୍ଦା ବିଷୟରେ ଆପଣ ଶୁଣିଥିବେ। ବର୍ତ୍ତମାନ ଏହା ବେଆାଇନ ମଧ୍ୟ। କିନ୍ତୁ ମଧ୍ୟପ୍ରଦେଶର ମନ୍ଦସୈାରରୁ ନିମଚ ଆଡ଼କୁ ଯିବାବେଳେ ରାସ୍ତାରେ ପଡ଼ୁଥିବା ହାଇଓ୍ବେର ଅବସ୍ଥା ନ କହିବା ଭଲ।

ଏଠାରେ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିବ ଯେଉଁଠି ଝିଅମାନେ ବିନା ଭୟରେ ଦେହ ବେପାରର ଧନ୍ଦା କରୁଛନ୍ତି। କମ୍ ବୟସରେ ହିଁ ଏମାନେ ବାଧ୍ୟ ହୋଇଥାନ୍ତି ଏସବୁ ଧନ୍ଦା କରିବାକୁ। ତାହା ପୁଣି ନିଜ ଇଚ୍ଛାରେ ନୁହେଁ ବରଂ ଘର ବାଲାଙ୍କ ଯୋଗୁଁ ଏହି ଝିଅମାନେ ଦେହ ବେପାର କରିଥାନ୍ତି।

ଏଭଳି କାମ କରିବାକୁ ଝିଅମାନଙ୍କୁ ପଠାଯିବା ଏହି ସମାଜର ପରମ୍ପରା ବୋଲି ମାନାଯାଇଥାଏ। ଏହି ଧନ୍ଦାରୁ ମୁକ୍ତି ପାଇବା ପାଇଁ ଝିଅମାନେ ବହୁଥର ଚେଷ୍ଟା କରିଛନ୍ତି। ମାତ୍ର ଜବରଦସ୍ତିରେ ସେମାନଙ୍କୁ ଯିବାକୁ ପଡ଼ିଥାଏ।
