PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ, ମହିପୁରକୁ ଗଡିଲା ଟ୍ରେନ୍

ନୟାଗଡ, ୨୬|୧୨:  ଦୀର୍ଘଦିନ ଧରି ନୟାଗଡ ଜିଲ୍ଲା ମହିପୁରବାସୀଙ୍କ ଆଶା ପୂରଣ ହୋଇଛି। ବହୁ ପ୍ରତିକ୍ଷୀତ ଖୋର୍ଧା-ବଲାଙ୍ଗୀର ରେଳ ଲାଇନରେ ଆଜି ପ୍ରଥମ ଥର ପାଇଁ ମହିପୁରକୁ ଟ୍ରେନ ଗଡିଛି।

ଆଜି ନୟାଗଡରୁ ମହିପୁରକୁ ୨ଟି ପାସେଞ୍ଜର୍ ଟ୍ରେନ୍ ଗଡିଛି। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଖୋର୍ଧା-ବଲାଙ୍ଗୀର ରେଳପଥରେ ଟ୍ରେନ୍ ନୟାଗଡ ଯାଏଁ ଚଳାଚଳ କରୁଛି। କିଛି ଦିନ ପୂର୍ବରୁ ମହିପୁରକୁ ଇଞ୍ଜିନକୁ ପରୀକ୍ଷାମୂଳକ ଭାବେ ଗଡାଯାଇଥିଲା। ଆଜି ଏଥିରେ ଯାତ୍ରୀମାନେ ମହିପୁରକୁ ଯାତ୍ରା କରିଛନ୍ତି।