ଆଜି ବିଧାୟକ ପଢ଼ିଲେ ବିଧାନସଭା ପାଠ; କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ୧୩।୯: ଆଜିଠାରୁ ବିଧାୟକମାନଙ୍କ ଟ୍ରେନିଂ ଆରମ୍ଭ ହେଲା। ବିଧାନସଭାରେ ସମସ୍ତ ବିଧାୟକଙ୍କୁ ଟ୍ରେନିଂ ଦିଆଯାଉଛି । ଯେମିତିକି ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ ଉଚ୍ଚାରଣ କିଭଳି ରହିବ, ପାର୍ଲିଆମେଣ୍ଟାରୀ ଆଫେୟାର୍ସ, ଭାରତର ସମ୍ବିଧାନ, ବିଧାନସଭାର ନିୟମାବଳୀ, ବିଧାୟକଙ୍କ କର୍ତ୍ତବ୍ୟ ଭଳି ବିଭିନ୍ନ ଦିଗ ଉପରେ ଏହି ଟ୍ରେନିଂ ଦିଆଯାଇଛି ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ।ସଂସଦରୁ ୬ଜଣିଆ ଅଧିକାରୀ ଟିମ୍ ଆସି ବିଧାୟକମାନଙ୍କୁ ଟ୍ରେନିଂ ଦେବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ହିଂଜିଳିରେ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖି ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାସ୍ତା ଭଲ ଥାଇବି ଉପରେ ତିଆରି ହେଉଛି ନିମ୍ନ ମାନର ରାସ୍ତାକାମ, ମାଲାମାଲ୍ ହେଉଛନ୍ତି ଠିକାଦାର ଓ ସରକାରୀ କର୍ତ୍ତୃପକ୍ଷ…

କରୋନା କଟକଣା ଭିତରେ ଭଦ୍ରକରେ ଚାଲିଛି ମା ଦୂର୍ଗାଙ୍କ ମହାସପ୍ତମୀ ପୂଜା, ଦର୍ଶନ ନପାଇ ନିରାଶ ହେଉଛନ୍ତି ଭକ୍ତ…

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ