ଆରମ୍ଭ ହେଲା ବିଧାୟକମାନଙ୍କ ପାଠଶାଳା; ଗଣତାନ୍ତ୍ରିକ ମତଭେଦ ଏକ ଅଧିକାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ୧୩।୯: ଆଜିଠାରୁ ଆରମ୍ଭ ହେଲା ବିଧାୟକମାନଙ୍କ ପାଠଶାଳା । ଏଥିରେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶିକ୍ଷଣ ବେଳେ ବିଧାୟକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଲୋକମାନେ ଯେଉଁ ଉଦ୍ଦେଶ୍ୟରେ ବିଧାନସଭା ପଠାଇଛନ୍ତି ତାକୁ ପୂରଣ କର।

ସେହିଭଳି ସମସ୍ୟାର ସମାଧାନ ସହ ଉନ୍ନତି ପାଇଁ କାମ କର। ସରଳ ହୁଅ, ଲୋକଙ୍କୁ ଉଚିତ ବ୍ୟବହାର ଦେଖାଅ। ଗଣତନ୍ତ୍ର ସଫଳତା ଲୋକମାନଙ୍କ ଉପରେ ନିର୍ଭର କରେ। ତେବେ ଗଣତାନ୍ତ୍ରିକ ଶିଷ୍ଟାଚାରବୋଧକୁ ଭୁଲିବା କଥା ନୁହେଁ। ଲୋକ ପ୍ରତିନିଧି ସବୁବେଳେ ଲୋକଙ୍କ ସ୍ବାର୍ଥକୁ ଆଗରେ ରଖି କାମ କରିବା ଦରକାର। ଆଇନ କାନୁନ ଏମିତି ହେବା ଦରକାର, ଯାହାଦ୍ବାରା ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ତେବେ ଏହି ଟିପ୍ସକୁ ଆଗାମୀ ଦିନରେ କିଭଳି ପାଳନ କରାଯାଉଛି ତାହା ଉପରେ ରହିଲା ନଜର।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…