PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ଆଜିଠୁ ପୁରୀରୁ ଛାଡ଼ୁଥିବା ସମସ୍ତ ଏକ୍ସପ୍ରେସ୍‌ ଗଡ଼ିଲା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ପୁରୀରୁ ଛାଡୁଥିବା ସମସ୍ତ ଏକ୍ସପ୍ରେସ୍‌ ଆଜିଠୁ ଗଡିବା ଆରମ୍ଭ କରିଛି । ପୁରୀରୁ ମୋଟ ୧୮ ଏକ୍ସପ୍ରେସ୍‌ ଛାଡୁଥିବା ବେଳେ ସେଥି ମଧ୍ୟରୁ ୧୮ଟି ଟ୍ରେନ୍‌ ପୁରୀ ରେଳ ଷ୍ଟେସନରୁ ଛାଡିଥିବା ବେଳେ ଅନ୍ୟ ୩ଟି ବାହାର ଷ୍ଟେସନରୁ ଛାଡିଥିଲା । ୨ଟି ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରୁ ଓ ଅନ୍ୟ ଗୋଟିଏ ଟ୍ରେନ୍‌ ଖୋର୍ଦ୍ଧାରୋଡ୍‌ ଷ୍ଟେସନ୍‌ରୁ ଛାଡିଥିଲା । ଫୋନି ପାଇଁ ବାତିଲ କରାଯାଇଥିବା ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌, ପୁରୀ-ପାରାଦୀପ ଏକ୍ସପ୍ରେସ୍‌ ଓ ପୁରୀ-ବଡବିଲ୍‌ ଇଣ୍ଟରସିଟି ମଧ୍ୟ ଆଜିଠୁ ଚଳାଚଳ ଆରମ୍ଭ କରିଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ୧୨ ତାରିଖ ସୁଦ୍ଧା ସମସ୍ତ ଟ୍ରେନ୍‌ ନିୟମିତ ଭାବେ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଥିଲା । ଯାହା ଆଜିଠୁ କାର୍ଯ୍ୟକାରୀ କରାଯାଇଥିବା ପୂର୍ବତଟ ରେଳପଥର ଅଧିକାରୀ ସୂଚନା ଦେଇଛନ୍ତି ।