PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଛତିଶଗଡର ମିନିଟ୍ରକ ମାନିଲାନି ଓଡିଶାର ବାରିକେଡ୍‌ ଚେକ୍‌ ଗେଟ୍‌ ଭାଙ୍ଗି ଜବରଦସ୍ତ ପଶିଲା- ଅଳ୍ପକେ ବର୍ତିଲେ ପୋଲିସ୍‌ ଏବଂ ଶିକ୍ଷକ

ମାଲକାନଗିରି- କରୋନା କଟକଣା । ଏଥିପାଇଁ ମାଲକାନଗିରି ଛତିଶଗଡ ସୀମାକୁ ସିଲ୍‌ କରାଯାଇଛି । ଏଠାରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ପହରା ଦିଆଯାଉଛି। ଏହା ସହ ଜଣେ ଶିକ୍ଷକ ସେଠାରେ ପ୍ରବାସୀ ତଥା ଅନ୍ୟମାନଙ୍କର ଯାତାୟତର ଖବର ରଖିବା ପାଇଁ ନିୟୋଜିତ ଅଛନ୍ତି । ମଙ୍ଗଳବାରରେ ଗୋଟିଏ ଟ୍ରାକ ଓଡିଶା ଆଡକୁ ଆସୁଥିଲା । ଏହା ଛତିଶଗଡରୁ ଜଗଦଲପୁରରୁ ଆସୁଥିଲା ।

ପ୍ରଥମେ ଏହା ଟିଟିବିରି ଚେକପୋଷ୍ଟରେ ଧସାଇ ପଶିଥିଲା । ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଏହା ଚାଲାଣଗୁଡା ଚେକ୍‌ ପୋଷ୍ଟର ବାରିକେଡ୍‌ ଭାଙ୍ଗି ଜିଲ୍ଲା ଭିତରକୁ ପଶିଥିଲା ।

ପରେ ପୋଲିସ ପକ୍ଷରୁ ଟ୍ରକକୁ ପିଛା କରାଯାଇଥିଲା । ଏହାପରେ ମିନିଟ୍ରକକୁ ପୋଲିସ ଧରିଥିଲା । ଏହା ମାଲକାନଗିରି ନାରାୟଣ ସୁନାଙ୍କର ଜଣା ପଡିଛି । ପୋଲିସ ମନିଟ୍ରକର ଡ୍ରାଇଭରକୁ ଗିରଫ କରିଛି । ସେ ମିନିଟ୍ରକକୁ ଅଟକାଇବାରୁ ତାହା ଅଟକି ନଥିବା କଥା କହିଛି । ବେଲେ ପୋଲିସ ଟ୍ରକଟିକୁ ଥାନାରେ ଜବତ କରି ରଖିଛି ।