ଗାନ୍ଧୀଛକ ଚଉତରାକୁ ଚଢ଼ିଗଲା ଟ୍ରକ୍‌, ଭାଙ୍ଗିଲା ହାଇମାଷ୍ଟ୍‌ ଲାଇଟ୍‌

ଝାରସୁଗୁଡ଼ା,୧୮/୧୦: ଜାତୀୟ ରାଜପଥ ୪୯ ରେ ଗାନ୍ଧୀଛକ ଏବେ ବିପଦସଙ୍କୁଳ ହୋଇପଡ଼ିଛି । ଗତକାଲି ବିଳମ୍ୱିତ ରାତିରେ ଛକରେ ଥିବା ତିନିଫୁଟିଆ ଚଉତରା ଉପରକୁ ଏକ ଟ୍ରକ୍‌ଟି ଚଢ଼ିଯାଇଛି। ଫଳରେ ହାଇମାଷ୍ଟ୍‌ ଲାଇଟ୍‌ ଭାଙ୍ଗିଯାଇଛି।

ସୂଚନାନୁସାରେ ଗତକାଲି ରାତି ପ୍ରାୟ ୧ଟାରେ ବେଲାପାହାଡ଼ ପଟୁ ଆସୁଥିବା ଏକ କୋଇଲା ବୋଝେଇ ୧୪ ଚକିଆ ଟ୍ରକ ଦ୍ରୁତଗତିରେ ଆସି ଚଉତରା ଉପରକୁ ଚଢ଼ିଯାଇଥିଲା। ଫଳରେ ଟ୍ରକ୍‌ ଚାଳକ ଆହତ ହୋଇଥିଲେ । ଏହି ସ୍ଥାନରେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଛି ।

   ସମ୍ବନ୍ଧିତ ଖବର


ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ