PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେପିରୁ ଟିକେଟ୍ ପାଇ ବିଜେଡିରେ ମିଶିଲେ ତୁଷାରକାନ୍ତି

ଭୁବନେଶ୍ୱର ୨/୪: ବିଜେପି ଟିକେଟ ନେଇ ବିଜେଡିରେ ମିଶିଲେ ତୁଷାରକାନ୍ତି ବେହେରା । କାକଟପୁର ବିଧାନସଭା ପାଇଁ ବିଜେପିରୁ ଟିକେଟ୍ ପାଇଥିଲେ ତୁଷାରକାନ୍ତି । ତେବେ ଆଜି ସେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ।

ଏବେବି ରାଜ୍ଯ ରାଜନୀତିରେ ଦଳଡିଆଁ ପର୍ବ ଲାଗିରହିଛି । କେଉଁଠି କିଏ ଟିକେଟ୍ ନପାଇ ଦଳ ଛାଡୁଛି ତ ଆଉ କିଏ ଟିକେଟ ପାଇ ମଧ୍ଯ ଅନ୍ୟ କେଉଁ ଦଳରେ ଯୋଗ ଦେଉଛି । ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି ତୁଷାରକାନ୍ତି ବେହେରା । କାକଟପୁର ବିଧାନସଭା ପାଇଁ ବିଜେପିରୁ ଟିକେଟ୍ ପାଇଥିଲେ ତୁଷାରକାନ୍ତି । ତେବେ ଆଜି ନବୀନ ନିବାସରେ ଦଳ ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି  । ତେବେ କହିରଖୁଛୁ ପୂର୍ବରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ଟିକେଟ ଦେଇଛି ବିଜେଡି ।

ସମ୍ବନ୍ଧିତ ଖବର