ଲକ୍‌ଡାଉନ୍‌ ସମୟରେ ୪୦ ପ୍ରତିଶତ ବଢିଛି ଟିଭି ଦର୍ଶକଙ୍କ ସଂଖ୍ୟା


ନୂଆଦିଲ୍ଲୀ – ଏବେ କରୋନା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିଲା। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ଅଧିକାଂଶ ଲୋକ ଓ୍ୱାର୍କଫର୍ମ ହୋମ୍‌ କରୁଛନ୍ତି ।

ଏହା ସହ ଦୂରଦର୍ଶନରେ ନବେ ଦଶକର ଲୋକପ୍ରିୟ ଧାରାବାହିକ ରାମାୟଣ ଓ ମହାଭାରତ ପ୍ରସାରଣ କରାଯାଉଛି । ଶକ୍ତିମାନ ସହ ବୋମକେଶ୍‌ ବକ୍ସି , ଅଲିଫ ଲୈଲା, ଦି ଜଙ୍ଗଲ ବୁକ୍‌ ମଧ୍ୟ ପ୍ରସାରିତ ହେଉଛି ।

ଏହି ସମୟରେ ଅଧଂକାଂଶ ଲୋକ ଟିଭି ଦେଖି ନିଜ ସମୟ ଅତିବାହିତ କରୁଛନ୍ତି । ଟିଭି ଭିୟ୍ୟୁରସିପ୍‌ ମନିଟରିଂ ଏଜେନ୍ସି ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌ ବାର୍କ ଓ ଡାଟା ମନିଟରିଂର ସଦ୍ୟତମ ରିପୋର୍ଟରେ ଏହା ଦର୍ଶାଯାଇଛି । ଲକ୍‌ଡାଉନ୍‌ ସମୟରେ ଅଧିକ ୪୦ ପ୍ରତିଶତ ଦର୍ଶକ ଟିଭି ଦେଖୁଛନ୍ତି ।


ଏପ୍ରିଲ ୧୧ରୁ ଏପ୍ରିଲ ୧୭ ମଧ୍ୟରେ ଟିଭି ଦେଖିବା ଦର୍ଶକଙ୍କ ସଂଖ୍ୟା ୪୮ ପ୍ରତିଶତ ବୃଦ୍ଧି ପାଇଥିଲା ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ