ଟିଭିଡିଏସ୍ ସ୍କାନରେ ଚିହ୍ନଟ୍ ହେଲେ ୩୬ ଟ୍ରାଫିକ୍ ନିୟମ ଉଂଲଘନକାରୀ: ଘରକୁ ଯିବ ଇ-ଚାଲଣ

ଭୁବନେଶ୍ବର ୦୨/୧୨: ରାଜଧାନୀର ରୂପାଲି ଛକରେ ଲାଗିଥିବା ଟିଭିଡିଏସ୍ ସ୍କାନ୍‌ରେ ୩୬ଜଣ ଟ୍ରାଫିକ୍ ନିୟମ ଉଂଲଘନକାରୀ ଚିହ୍ନଟ। ଏଥି ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ୬୮ଜଣ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀ ଚିହ୍ନଟ୍।। ଚିହ୍ନଟ୍ ହୋଇଥିବା ଗାଡି ଚାଳକଙ୍କ ଡାକ ଯୋଗେ ପଠାଯିବ ଇ-ଚାଲଣ ।

ଚାଲଣ ପୈଠ ପାଇଁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଜମା ନକଲେ ଆଟିଓରେ ସୂଧ ସହିତ ଗଣିବାକୁ ପଡିବ ତଣ୍ଡ। ସୂଚନା ଦେଲେ ଟ୍ରାଫିକ୍ ଡିସିପି ସାଗରୀକା ନାଥ।

   ସମ୍ବନ୍ଧିତ ଖବର


ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ

ସାଙ୍ଘାତିକ ଷଡଯନ୍ତ୍ର: ଉତ୍କଳର ନଖ, ମ୍ୟୁଜିୟମର ନାକ କାଟିବେ…

ରାଜ୍ୟରେ ଆଉ ୨୨୯ କରୋନା ପଜିଟିଭ୍‌ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୭ ହଜାର ପାର୍

ରାଜଧାନୀରେ ଦୁଇ ଦିନରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ: ବରିଷ୍ଠ ନେତାଙ୍କ ପରିବାରରୁ ୭ ସଂକ୍ରମିତ

ମନ୍ତ୍ରିମଣ୍ଡଳ ଅସ୍ତ୍ରୋପଚାର ହେବ ! ଖୁବ୍‌ଶୀଘ୍ର ଛାମୁଆ ସଂଗଠନ କର୍ମକର୍ତ୍ତା…