ଇନଷ୍ଟାଗ୍ରାମ ପରେ ଟ୍ବିଟରରେ ‘ପର୍ଣ୍ଣ ବଟସ୍’ର ଆକ୍ରମଣ,ୟୁଜରଙ୍କୁ ଏଭଳି ପ୍ରଲୋଭନ ଦେଖାଇ ଉଡାଇ ନେଉଛି ଟଙ୍କା

ନୂଆଦିଲ୍ଲୀ,୨୪।୮: କେବଳ ଇନଷ୍ଟାଗ୍ରାମରେ ନୁହେଁ ଏବେ ଟ୍ବିଟରରେ ମଧ୍ୟ ‘ପର୍ଣ୍ଣ ବଟସ୍’କାୟା ବିସ୍ତାର କରିବାରେ ଲାଗିଲାଣି। ଏହି ସ୍ପାମ ଆକାଉଣ୍ଟରେ ମହିଳାଙ୍କ ବିକିନୀ ଫଟୋ ରହିଥାଏ, ଯାହାକି ଟ୍ରେଣ୍ଡ କରୁଥିବା ଟପିକ୍ସରେ ୟୁଜର୍ସଙ୍କୁ ପ୍ରଲୋଭନ ଦେଖାଇଥାଏ। ଏହା ସ୍ପାପ୍ ଟ୍ବିଟରର ଟ୍ରେଡିଂ ସେକ୍ସନରେ ଶୀର୍ଷରେ ଆସିଥାଏ ଓ ପଢୁଥିବା ଲୋକଙ୍କୁ ପ୍ରଲୋଭନ ଦେଖାଇ ଧୋକା ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଉଡାଇ ନେଇଥାଏ ଟଙ୍କା।

ଏହି ଆକାଉଣ୍ଟରେ କ୍ଲିକ କରିବା ଫଳରେ ୟୁଜରଙ୍କୁ ପୋର୍ଣ୍ଣ ସାଇଟକୁ ନେଇଯାଇଥାଏ, ଯେଉଁଠାରେ ତାଙ୍କର ବ୍ୟକ୍ତିଗତ ସୂଚନା ମାଗିଥାଏ, ଯେଉଁଥିରେ   ଇମେଲ, ବୟସ, ସ୍ଥାନ ଓ କ୍ରେଡିଟ୍ କାର୍ଡ ନମ୍ବର ମଧ୍ୟ ସାମିଲ ରହିଛି। ଏହି ସ୍ପାମ୍ ଟ୍ରେଡିଂ ଶୀର୍ଷରେ ରହିଥାଏ,ତେଣୁ ଲୋକମାନେ କୌଣସି ମୁଖ୍ୟ ଟ୍ରେଡିଂ ଟପିକକୁ ଯିବା ପୂର୍ବରୁ ସବୁଠାରୁ ପ୍ରଥମେ ଏହାକୁ ଦେଖିଥାନ୍ତି।ଏହି ଭଳି ସବୁ ଆକାଉଣ୍ଟ ଚଳିତ ମାସ ତିଆରି କରାଯାଇଛି। ଏହି ଆପ ଏକ ଗୋଷ୍ଠୀରେ ଟ୍ବିଟ୍ ଫିଚର ସାହାର୍ଯ୍ୟରେ ନିଜର ଓ୍ବେବସାଇଟକୁ ପ୍ରମୋଟ କରିଥାଏ। ଟ୍ବିଟର ପକ୍ଷରୁ କୁହାଯାଇଛି ଯେ, ଏଭଳି ସ୍ପାମ୍ ଯେପରି ନଆସିବ ସେନ ସମ୍ପର୍କରେ ଚେଷ୍ଟା କରାଯାଉଛି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ