PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମଡେଲଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ୨ ଗିରଫ , ଫଟୋ ଭାଇରାଲ କରିବାକୁ ଦେଉଥିଲେ ଧମକ

one india

କୋଲକାତା – ମହିଳା ମଡେଲଙ୍କୁ ବ୍ଲାକ୍‌ ମେଲିଂ। ନ୍ୟୁଡ୍‌ ଫଟୋ ଭାଇରାଲ କରିବାର ଧମକ । ଏମିତି ଏକ ମାମଲା କୋଲକାତାରୁ ସାମନାକୁ ଆସିଛି। ମଡେଲ୍‌ଙ୍କୁ ବ୍ଲାକ୍‌ମେଲ୍‌ କରିବା ମାମଲାରେ ପୁଲିସ୍‌ ମହିଳା ସମେତ ୨ ଜଣ ଲୋକଙ୍କୁ ଗିରଫ କରିଛି । ଏକ ଫଟୋ ସୁଟ୍‌ ସମୟରେ ମହିଳା ମଡେଲଙ୍କର କଛି ସେମି ନ୍ୟୁଡ୍‌ ଫଟୋ ଏହି ଲୋକମାନେ ଉଠାଇ ନେଇଥିଲେ। ପରେ ଏହାକୁ ନେଇ ସେ ମଡେଲଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ।

ମଡେଲ ମୋନିଦିପା ଚୌଧୁରୀଙ୍କର ଅଭିଯୋଗ ଆଧାରରେ ପୁଲିସ୍‌ ପ୍ରତାପ ଘୋଷ ଓ ଜୋୟଶ୍ରୀ ମିତ୍ରଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ଏକ ଏକ୍ସଟର୍ନଲ ହାର୍ଡ ଡିକ୍ସ, ଏକ ସୋନି କ୍ୟାମେରା ଓ ଏକ ମୋବାଇଲ ଫୋନ୍‌ ମିଳିଛି । ଫୋନ୍‌ରେ ପର୍ଣ୍ଣ କଣ୍ଟେଣ୍ଟ ମଧ୍ୟ ଥିଲା । ପୁଲିସ୍‌ ବ୍ୟାଙ୍କ୍‌ ପାସବୁକ୍‌ , ଭୋଟର କାର୍ଡ ମଧ୍ୟ ଜବତ କରିଛି ।

कोलकाता क्राइम ब्रांच (फोटो-आजतक)

ଉଲ୍ଲେଖନୀୟ ଯେ,  ମଡେଲ ମୋନିଦିପା ଚୌଧୁରୀ ନିଜର ଅଭିଯୋଗରେ କହିଥିଲେ କି, କିଛି  ଦିନ ପୂର୍ବରୁ ସେ ଫଟୋ ସୁଟ୍‌ ପାଇଁ ସଲ୍ଟ ଲେକ୍କୁ ଏକ ଷ୍ଟୁଡ଼ିଓରେ ଉଭୟଙ୍କ ପାଖକୁ ଯାଇଥିଲେ । ଏଠାରେ ଫଟୋ ସୁଟ୍‌ ହୋଇଥିଲା । ଏଠାରେ କିଛି ସେମି ନ୍ୟୁଡ୍‌ ଫଟୋ ମଧ୍ୟ ଉଠାଯାଇ ଥିଲା । କିନ୍ତୁ ପରେ ଉଭୟ ଏହି ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାର ଧମକ ଦେଇ ବ୍ଲାକ୍‌ମେଲ୍‌ କରିବାକୁ ଲାଗିଥିଲେ ।