PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଯୁବତୀଙ୍କୁ ପିଛା କରିବା ରୋଡ୍ ରୋମିଓଙ୍କୁ ପଡ଼ିଲା ମହଙ୍ଗା, ଭାଇରାଲ୍ ଭିଡ଼ିଓରେ ଦେଖନ୍ତୁ କିଭଳି ଛେଚା ଖାଇଲେ ଆଉ ଉଠବସ୍ ହେଲେ

ଭୁବନେଶ୍ବର୯|୯: ରୋଡ୍ ରୋମିଓଙ୍କୁ ପାନେ । ଛାତ୍ରୀଙ୍କୁ ପିଛା କରିବା ପଡ଼ିଲା ମହଙ୍ଗା। ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ଛେଚା ଖାଇ ଘରକୁ ଫେରିଲେ ଯୁବକ । ତେବେ ଏଭଳି ଘଟଣା ଘଟିଛି ରାଜଧାନୀର ଜଗନ୍ନାଥ ନଗରରେ ।

ମିଳିଥିବା ସୂଚନାନୁସାରେ, ଗତକାଲି ବବିନା ମହାଳିକ ନାମ୍ନୀ ଜଣେ ବିଟେକ୍‌ ଛାତ୍ରୀ କ୍ୟାନାଲ ରୋଡ ଦେଇ ଯାଉଥିବା ବେଳେ ଦୁଇଜଣ ଯୁବକ ତାଙ୍କ ପିଛା କରିଥିଲେ । ଏପିରିକି ଯୁବତୀ ଜଣକ ନିଜ ରୁଟ୍ ବଦଳାଇଦେବା ସତ୍ବେ ବି ଦୁଇ ଯୁବକ ତାଙ୍କୁ ପିଛା କରିବା ଛାଡି ନଥିଲେ । ଶେଷରେ ଯୁବତୀ ଜଣକ ଅତିଷ୍ଟ ହୋଇ ସେମାନଙ୍କୁ ପାନେ ଦେଇଥିଲେ ।

ନିଜର ସାହସ ଦେଖାଇ ଯୁବତୀ ଜଣକ ଗାଡିରୁ ଓହ୍ଲାଇ ସେମାନଙ୍କୁ ଅଟକାଇବା ସହ ସେମାନଙ୍କୁ ବହୁତ ଗାଳି ଗୁଲଜ ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ, ଏହା ସହ ଏକା ଥାଇବି  ଡରି ନଯାଇ ସେମାନଙ୍କୁ ମୁହତାଡ ଜବାବ ଦେଇଥିଲେ । ଗାଳି ଗୁଲଜ କରିବା ସହ ଉଠବସ କରାଇଥିଲେ ଓ ଧୁମ ମାଡ ମଧ୍ୟ ମାରିଥିଲେ। ଆଉ ଏଭଳି କେବେ କାହା ସହ ନକରିବାକୁ ଉକ୍ତ ଯୁବକଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯୁବତୀ ଜଣକ ।