ଦୁଇ ମାଲଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଲୋକ ପାଇଲଟ୍ ମୃତ

ସିଙ୍ଗରୋଲି,୧।୩: ମଧ୍ୟପ୍ରଦେଶର ସିଙ୍ଗରୋଲିରେ ରବିବାର ଦୁଇଟି ମାଲଗାଡି ପରସ୍ପର ସହିତ ଧକ୍କ ହୋଇଛି। ଏଥିରେ ଦୁଇଜଣଲୋକ ପାଇଲଟ୍ ଓ ଜଣେ ସହାୟକ ଲୋକ ପାଇଲଟ ଚାପି ରହି ରହିଥିବା ନେଇ ସୂଚନା ମିଳିଥିଲା।। ଏନଟିପିସି ଟିମ୍ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।  କିନ୍ତୁ ଏବେ ଖବର ଆସିଛି ଯେ, ୩ ଜଣ  ଲୋକପାଇଲଟଙ୍କର ମୃତ୍ୟୁ ହୋଇଛିକୁହାଯାଉଛି ଯେ ଟ୍ରେନରେ କୋଇଲା ଲଦା ହୋଇଯାଉଥିଲା।

ମଧ୍ୟ ପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ଏନଟିପିସିର ଦୁଇଟି ମାଲଗାଡି ସାମ୍ନା-ସାମ୍ନି ଧକ୍କା ହୋଇଥିଲା। ଯାହାଫଳରେ ଚଳନ୍ତା ଟ୍ରେନର ବଗି  ସମ୍ପୂର୍ଣ୍ଣ ଭାବରେ କ୍ଷତିଗସ୍ତ ହୋଇଛି।ପୋଲିସ କନଟ୍ରୋଲ ରୁମରୁ ମିଳିଥିବା ଖବର ଅନୁସାରେ, ରବିବାର ଏନଟିପିସି ୟୁନିଟରୁ ଦୁଇଟି ମାଲଗାଡି ବୈଢନା ଥାନାରେ ସାମନାସାମନି ମାଡ ହୋଇଯାଇଥିଲା। ଏଥିରେ ଏକ ମାଲଗାଡି କୋଇଲାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟଟି ଖାଲି ରହିଥିଲା।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍