PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ଧୋତି-କୁର୍ତ୍ତା ପିନ୍ଧି ଭଗବାନ ଭେଙ୍କଟେଶ୍ବରଙ୍କ ପୂଜା କଲେ ରାହୁଲ

ହାଇଦ୍ରାବାଦ,୨୩।୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି। ଆଜି ଆନ୍ଧ୍ରପ୍ରଦେଶରେ ତିରୁପତି ତିରୁମାଲାରେ ପାହାଡ ଉପରେ ଥିବା ମନ୍ଦିରରେ ଭେଙ୍କଟେଶ୍ବର ଭଗବାନଙ୍କର ପୂଜାର୍ଚନା କରିଛନ୍ତି। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାରରେ ପହଁଞ୍ଚିବା ପରେ ରାହୁଲଙ୍କୁ ମନ୍ଦିର ପ୍ରଶାସନ ଖୁବ୍ ଯୋରଦାର ଭାବରେ ସ୍ବାଗତ କରିଥିଲେ।

source: https://www.timesnownews.com

 ମନ୍ଦିରର ଜଣେ ଅଧିକାରୀଙ୍କ କହିବା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ପାହାଡ ଉପରେ ଥିବା ଭେଙ୍କଟେଶ୍ବର ମନ୍ଦିର ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ୧୦ କିଲୋମିଟର ଚାଲିଚାଲି ଯିବା ପରେ ପୂଜା କରିଥିଲେ। ଏଥିପାଇଁ ତାଙ୍କୁ ୨ ଘଣ୍ଟା ଲାଗିଥିଲା।ପାହାଡ ଉପରେ ପହଁଞ୍ଚିବା ପରେ କଂଗ୍ରେସ ଅଧ୍ୟକ୍ଷ ଅଳ୍ପ ସମୟ ତିରୁମାଲା ତିରୁପତି ଦେବସ୍ଥାନମ ଅତିଥିଗୃହରେ ରହିବା ପରେ ମନ୍ଦିର ଯାଇଥିଲେ।

source: https://www.timesnownews.com

 ପୂଜା କରିବା ପରେ ରାହୁଲଙ୍କୁ ରେଶମୀ କପଡା, ପ୍ରସାଦ ଓ ଏକ ପବିତ୍ର ସୃତି ଚିହ୍ନ ଉପହାର ଭାବରେ ଦିଆଯାଇଛି। ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ରାହୁଲ ମନ୍ଦିର ଭିତରେ ଥିଲେ।  ମନ୍ଦିରରେ ଦର୍ଶନ କରିସାରିବା ପରେ ରାହୁଲ ଭେଙ୍କଟେଶ୍ବର ବିଶ୍ବବିଦ୍ୟାଳୟ ଷ୍ଟାଡିୟମର ଏକ ରାଲିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର