PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଶନିବାର ଏହି କାମ କଲେ ଶନିଦେବ ହୁଅନ୍ତି ପ୍ରସନ୍ନ, ଜାଣନ୍ତୁ…

ଭୁବନେଶ୍ଵର, ୨୩/୧୦ : ଶନିବାରକୁ ଭଗବାନ ଭୈରବ ଏବଂ ଶନିଦେବଙ୍କ ଦିନ ବୋଲି କୁହାଯାଏ। ଶନିଦେବ ଖୁବ୍ ଶୀଘ୍ର କ୍ରୋଧିତ ହୋଇଯାଆନ୍ତି। ସେ ସମସ୍ତଙ୍କ ଭଲ ଏବଂ ମନ୍ଦ କର୍ମ ହିସାବରେ ଫଳ ଦିଅନ୍ତି। ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନି ଦେବ ଭଲ ସ୍ଥିତିରେ ଥାଆନ୍ତି ସେହି ଲୋକଙ୍କ ଭାଗ୍ୟ ଖୋଲିଯାଏ। ସେ ରାଜଭୋଗର ସୁଖ ପାଆନ୍ତି। ଶନିଦେବ ଯଦି ତାଙ୍କ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ତାଙ୍କ ଉପରେ କୃପା ବର୍ଷା କରିଦିଅନ୍ତି। ଯଦି କୌଣସି କାରଣରୁ ଶନିଦେବ କାହା ଉପରେ କୋପ ଦୃଷ୍ଟି ପକାଇବେ ତେବେ ତାହାର ଖରାପ ସମୟ ଆରମ୍ଭ ହୋଇଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଦିନ ନିୟମ ପୂର୍ବକ ଶନିଦେବଙ୍କ ପୂଜା କଲେ ଶନିଙ୍କ କୃପା ମିଳେ।

ତେବେ ଶନିଦେବଙ୍କୁ ଉପାସନା କରୁଥିବା ଭକ୍ତ ଏହି ସବୁ କାମ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ତେବେ ଜାଣନ୍ତୁ ଶନିବାର ଦିନ କେଉଁ କାମ କରିବା ଉଚିତ୍…
-ଶନିବାର ଦିନ ବ୍ରତ ରଖିଲେ ସୁଫଳ ମିଳେ। ଯଦି ବ୍ରତ ରଖିପାରିବେ ନାହିଁ ତେବେ ଏହି ଦିନ ଭୋଜନରେ ତେଲ ଖାଆନ୍ତୁ ନାହିଁ।
-ଏହି ଦିନ ଲିମ୍ବ ଗଛ ମୂଳରେ ସନ୍ଧ୍ୟା ବେଳେ ଜଳ ଅର୍ପଣ କରନ୍ତୁ ଓ ରାଶି ତେଲରେ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ।
-ଏହି ଦିନ ଭୈରବ ମହାରାଜଙ୍କୁ ମଧ୍ୟ ଉପାସନା କରନ୍ତୁ। ଶନିବାର ଭୈରବ ମନ୍ଦିର ଯାଇ ମଦିରା ଭୋଗ କରିପାରିବେ।
-କିଛି ଭୁଲ୍ କରିଥିଲେ ଶନିବାର ଦିନ କ୍ଷମା ମାଗିଦିଅନ୍ତୁ।
ଏହି ଦିନ ଘର ନିର୍ମାଣ କରିପାରିବେ ଏହାକୁ ଯାଞ୍ଚ୍ ମଧ୍ୟ କରିପାରିବେ।
-ଶନିବାର ଦକ୍ଷିଣ, ପଶ୍ଚିମ ଏବଂ ନୈରୁତ୍ଵ କୋଣରେ ଯାତ୍ରା କରିପାରିବେ।
-ଏହି ଦିନ କାଉଙ୍କୁ ରୁଟି ଖାଇବାକୁ ଦେଲେ ଶନିଦେବ ପ୍ରସନ୍ନ ହୁଅନ୍ତି।
-ଏହିଦିନ ଗରିବ, ବିକାଳଙ୍ଗଙ୍କୁ ଭଲ ବ୍ୟବହାର କରନ୍ତି।

କେଉଁ କାମ ନକରିବା ଉଚିତ୍…
-ଶନିବାର ଲୁହା ଜିନିଷ କିଣନ୍ତୁ ନାହିଁ।
-ତେଲ କିଣନ୍ତୁ ନାହିଁ।
-ମଦ, ନନଭେଜ୍ ଖାଆନ୍ତୁ ନାହିଁ।

ସମ୍ବନ୍ଧିତ ଖବର