ଶ୍ରୁତି ହସନ ସେୟାର କଲେ ଅଣ୍ଡରୱାଟର ଫଟୋସୁଟ: କ୍ୟାପସନ୍‌ରେ ଲେଖିଲେ ‘ମୁଁ ଯେକୌଣସି ସ୍ଥାନରେ ନୃତ୍ୟ କରିପାରେ ’

ମୁମ୍ବାଇ ୨୯/୦୬: ଅଭିନେତ୍ରୀ ଶ୍ରୁତି ହସନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଛନ୍ତି । ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଏକ ପୁରୁଣା ଅଣ୍ଡରୱାଟର ଫଟୋସୁଟ୍‌କୁ ସେୟାର କରିଛନ୍ତି । ସେଥିରେ ଶ୍ରୁତି ବହୁତ ସୁନ୍ଦର ଓ ଷ୍ଟାଇଲିଶ୍‌ ଦେଖାଯାଉଛନ୍ତି ।

View this post on Instagram

🖤

A post shared by @ shrutzhaasan on

ସେହି ମନୋକ୍ରୋମ୍‌ ଫଟୋଗୁଡ଼ିକରେ ପାଣି ତଳେ ତାଙ୍କୁ ନୃତ୍ୟ କରିବା, ପହଁରିବା ଭଳି ବିଭିନ୍ନ ମୁଦ୍ରାରେ ଦେଖିବାକୁ ମିଳୁଛି । କିଛି ଫଟୋରେ ସେ ତାଙ୍କର ଗହଣା ବି ପ୍ରଦର୍ଶନ କରିଛନ୍ତି ।

View this post on Instagram

Reaching for tomorrow 🖤

A post shared by @ shrutzhaasan on

କ୍ୟାପସନ୍‌ରେ ଶ୍ରୁତି ଲେଖିଛନ୍ତି, ‘ମୁଁ ଯେକୌଣସି ସ୍ଥାନରେ ନୃତ୍ୟ କରିପାରେ ।’ ପ୍ରଶଂସକ ତାଙ୍କର ଏହି ଫଟୋଗୁଡ଼ିକୁ ଖୁବ୍‌ ପସନ୍ଦ ବି କରୁଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶ୍ରୁତିଙ୍କୁ ଆଗକୁ ‘କ୍ରାକ୍‌’ ଫିଲ୍ମରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ରବି ତେଜା ସ୍କ୍ରିନ୍‌ ସେୟାର କରିବେ ।

View this post on Instagram

I can dance anywhere 🖤

A post shared by @ shrutzhaasan on

   ସମ୍ବନ୍ଧିତ ଖବର


ବହୁମୁଖୀ ପ୍ରତିଭାର ଅଧିକାରୀ ଦଙ୍ଗଲ ଗାର୍ଲ ସାନ୍ୟା ମାଲହୋତ୍ରା

୩୬ ବର୍ଷୀୟ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ

କରୋନା କଟକଣା ଯୋଗୁଁ ଅନ୍‌ଲାଇନରେ ସ୍କ୍ରିପ୍ଟ ପଢ଼ୁଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା

ଖପର ଘରର ରାପର୍‌: ଖିଆଲି ଶିଳ୍ପୀ, ‘ରାପର୍‌ ଡୁଲେ ରୋକର୍‌’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା: ଟ୍ୟାଲେଣ୍ଟ ମ୍ୟାନେଜର ରେଶ୍‌ମା ସେଟ୍ଟୀଙ୍କୁ ୫ ଘଣ୍ଟା ଜେରା

ଟିଭି ସିରିଜ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ରେ ଭୂମି ପେଡ୍‌ନେକରଙ୍କ ନୂଆ ଅବତାର ଫଟୋ ଭାଇରାଲ