ରାଜ୍ୟ ସରକାର ଜାରି କଲେ ଅକ୍ଟୋବର ଗାଇଡ୍ ‌ଲାଇନ୍‌ : ଜାଣନ୍ତୁ କଣ କଣ ବନ୍ଦ ରହିବ

ଭୁବନେଶ୍ୱର –   ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ୍ ଜାରି ‌କଲେ । ଅକ୍ଟୋବର  ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର , ଶିକ୍ଷାନୁଷ୍ଠାନ, ସିନେମା ହଲ୍‌ ଓ ଥିଏଟର । ପରୀକ୍ଷା ଓ ଖାତାଦେଖା ପାଇଁ ମିଳିବ ଅନୁମତି । ଏହା ସହ ଅଡ଼ିଟୋରିୟମ ଓ ସୁଇମିଂ ପୁଲ ମଧ୍ୟ ବନ୍ଦ ରହିବ । ହେଲେ ସରକାରଙ୍କ ଦ୍ୱାରା ପରିଚାଳିତ ସୁଇମିଂ ପୁଲ୍ ଅକ୍ଟୋବର ୧୫ରୁ  ଖୋଲା ହେବ।

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ ବଳବତ୍ତର ରହିବ। ସାମାଜିକ ଓ ଧାର୍ମିକ  ସମାବେଶ ଉପରେ କଟକଣା ରହିବ । ଉପନିର୍ବାଚନ ହେଉଥିବା ଅଞ୍ଚଳରେ ଏକାଠି ହୋଇପାରିବେ ଶହେ ଲୋକ, କିନ୍ତୁ ସମସ୍ତଙ୍କ ପାଇଁ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ। ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ରାଜନୈତିକ ସମାବେଶକୁ ଅନୁମତି ମିଳିବ।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଟ୍ରେଲର୍‌କୁ ପିଟିଲା ଟ୍ରକ୍‌,ଅଳ୍ପକେ ବର୍ତ୍ତିଲେ ଗଲେ ଡ୍ରାଇଭର୍‌ ଓ ହେଲପର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍