PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ୟୁପିଏସି ୨୦୨୦ର କ୍ୟାଲେଣ୍ଡର ଜାରି: ଆଇଏସ୍ ପ୍ରାରମ୍ଭିକ ପରୀକ୍ଷା ପ୍ରସ୍ତୁ୍ତି ପାଇଁ ଆବଶ୍ୟକ ରହିଥିବା ବହିର ଗୁରୁତ୍ବ ଜାଣନ୍ତୁ…

ନୂଆଦିଲ୍ଲୀ ୨୪/୮:  ୟୁନିଅନ ପ୍ଲବିକ୍ ସର୍ଭିସ କମିସନ ତରଫରୁ ୨୦୨୦ ମସିହାର ପରୀକ୍ଷା କ୍ୟାଲେଣ୍ଡର ଜାରି କରାଯାଇଛି । ୟୁନିଅନ ପ୍ଲିବକ୍ ସର୍ଭିସି ଦେବାକୁ ଥିବା ପ୍ରାର୍ଥୀ ମାନେ ନିଜର ପ୍ରଶାସନିକ ପରୀକ୍ଷା ପ୍ରସ୍ତୁତି ପାଇଁ ପଢ଼ା ଆରମ୍ଭ କରିଦେଛନ୍ତି। ୟୁନିଅନ  ପ୍ଲବିକ୍ ସର୍ଭିସ କମିସନଙ୍କ ଅନୁସାରେ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ପରୀକ୍ଷାରେ ଭଲ କରିବା ପାଇଁ ପୂର୍ବ ପ୍ରସ୍ତୁ୍ତି ଆରମ୍ଭ କରିଦେଇଛନ୍ତି। ଏଥିରେ ଆଇଏଏସ୍‌ ପ୍ରିଲିମ୍ସ ପରୀକ୍ଷାର ପୂର୍ବ ପ୍ରସ୍ତୁତି ସମୟ ଆବଶ୍ୟକ ହେଉଥିବା ବହି ଗୁଡିକ ସୂଚନା ମିଳିଛି। ପୂର୍ବ ବର୍ଷ  UPSC ଆଇଏସ୍ (IAS) ପରୀକ୍ଷାରେ ଟପ୍ପର ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ସମୟ ରେ  ସୂଚନା ମିଳିଥିବା ଗୁରୁତ୍ବ ପୂର୍ଣ୍ଣ ବହି ଗୁଡିକର ବିଷୟରେ ଉଲ୍ଲେଖ ରହିଛି। ୟୁନିଅନ ପ୍ଲବିକ୍ ସର୍ଭିସ କମିଶନଙ୍କ ଅନୁସାରେ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖରେ ପ୍ରଶାସନିକ ସେବାର ପ୍ରାରମ୍ଭିକ ପରୀକ୍ଷା ହେବାକୁ ଯାଉଛି।

ଆଇଏସ ପ୍ରାରମ୍ଭିକ ପରୀକ୍ଷାରେ ଭଲ କରିବା ପାଇଁ ଆବଶ୍ୟକ ହେଉଥିବା ବହିଗୁଡିକ ହେଲା

ହିନ୍ଦୀ ଏବଂ ଭାରତୀୟ ସଂସ୍କୃତି ପାଇଁ ଆବଶ୍ୟକ ବହି ୧. ଆଧୁନିକ ଇତିହାସ ପାଇଁ A Brief History of Moder n India by ରାଜୀବ ଆହିର ୨.ବିଶ୍ବ ଇତିହାସ (ଓ୍ୱାର୍ଲ୍ଡ ହିଷ୍ଟ୍ରି) ପାଇଁ by Norman Lowe ୩. ପ୍ରାଚୀନ ଇତିହାସ ପାଇଁ Ancient India by ଆର୍ ଏସ୍ ଶର୍ମା (Old NCERT) ୪.ମଧ୍ୟକାଳିନ ଇତିହାସ ପାଇଁ History of Medieval India by Satish Chandra (Old NCERT) ୫.ଭାରତୀୟ ସଂସ୍କୃତି ପାଇଁ .‘Facets of Indian Culture’ by ସ୍ପେକ୍ଟର୍ମ ୬.  Art and Culture by ନିତିନ ସିଂଘାନିଆ ୭. CCRT website

ଭୂଗୋଳ ଆବଶ୍ୟକ ବହି ହେଉଛି

୧. Certificate Physical and Human Geography ୨. Maps Oxford School Atlas ୧. ଭାରତର ଭୂଗୋଳ ପାଇଁ India: Physical Environment (NCERT)
୩. ବିଶ୍ବ ଭୂଗୋଳ ପାଇଁ . Fundamentals of Human Geography (NCERT) ୪. Certificate Physical And Human Geography
 ଅର୍ଥଶାସ୍ତ୍ର(ଇକୋନମି) ପାଇଁ ଆବଶ୍ୟକ ବହି

୧. India People and Economy (NCERT)
୨. Indian Economy by ରମେଶ ସିଂହ ୩. Recent Economic Survey

କରେଣ୍ଟ ଆଫିୟର୍ସ୍ ପାଇଁ  ଦୈନିକ, ମାସିକ ଏବଂ ସାପ୍ତାହିକ କମ୍ପ୍ୟୁଟର ଆଫିୟର୍ସ୍

୧. The Hindu ୨. PIB (pib.gov.in)

ବିଜ୍ଞାନ ଏବଂ ସାଧାରଣ ଜ୍ଞାନ ପାଇଁ ୧. Notes by Shankar IAS ୨. Daily Newspapers
୩. ISRO website
ପ୍ରକୃତି ଏବଂ ପରିବେଶ ବିଜ୍ଞାନ ପାଇଁ ୧. Recent Events on Climate ୨. NIOS Study Materials

ସମ୍ବନ୍ଧିତ ଖବର