ଏହି ଟ୍ରାଫିକ୍‌ ନିୟମ ନମାନିଲେ ଡ୍ରାଇଭିଂ ଲାଇସେନ୍ସ ହେବ ସସ୍‌ପେଣ୍ଡ

ନୂଆଦିଲ୍ଲୀ – ଏବେ  ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ କରାଯାଇଛି ନିମ୍ନରେ ବର୍ଣ୍ଣନା କରାଯାଇଥିବା ତିନୋଟି ନିୟମ ନମାନିଲେ ଲାଇସେନ୍ସ ସସ୍‌ପେଣ୍ଡ  ହେବ । ଲାଇସେନ୍ସ୍‌ ସସ୍‌ପେଣ୍ଡ ବେଳେ ଗାଡି ଚଳାଇଥିଲେ ଏହା ବିନା ଲାଇସନ୍ସ୍‌ରେ ଗାଡି ଚାଳନା ସହ ସମାନ । ଏଥିପାଇଁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।ଗାଡିର ବୀମା ବି ମିଳିବା ନାହିଁ ।

ମଦ ପିଇ ଗାଡି ଚଳାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ଲାଇସେନସ୍‌ ବି ସସ୍‌ପେଣ୍ଡ ହେବ   -୩ ମାସ କୋର୍ଟ ଚାଲାଣ , ଜେଲ୍‌ ବି ହୋଇପାରେ

ରେଡ୍‌ ଲାଇଟ୍‌ ଜମ୍ପ କଲେ ୫ ହଜାର ଟଙ୍କାର ଜୋରିମାନା । ୩ ମାସ ପର୍ଯ୍ୟନ୍ତ  ଡ୍ରାଇଭିଂ ଲାଇସେନସ୍‌ ସସ୍‌ପେଣ୍ଜ ହୋଇପାରେ ।

ଫୋନ୍‌ରେ କଥା ହେଲେ ୫ ହଜାର ଜୋରିମାନେ , ଲାଇସେନ୍ସ  ବି ସସ୍‌ପେଣ୍ଡ ହେବ  । କୋର୍ଟରୁ ମିଳିବ ଲାଇସେନସ୍‌ ମିଳିବ ।

 ସ୍ପିଡ୍‌ ଲିମିଟ୍‌ କ୍ରସ କଲେ ଏହାକୁ  ଡେଞ୍ଜର ଡ୍ରାଇଭିଂ ବା ବିପଦପୂର୍ଣ୍ଣ ଗାଡି ଚାଳନା କୁହାଯିବ ।   ୫ ହଜାର ଟଙ୍କାର ଜୋରିମାନା  ହୋଇପାରେ ।

   ସମ୍ବନ୍ଧିତ ଖବର


ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର