PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବ୍ରାଲେଟ୍ ସହିତ ଟ୍ରାନ୍ସପରେଣ୍ଟ ସ୍କର୍ଟ ପିନ୍ଧିଲେ ଉର୍ଫି, ଏମିତି କମେଣ୍ଟ ଦେଲେ ୟୁଜର୍ସ

ନୂଆଦିଲ୍ଲୀ ୫/୧୨: ‘ବିଗ୍ ବସ୍ ଓଟିଟି’ ଫେମ୍ ଉର୍ଫି ଜାବେଦ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ନିଜ ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଅନେକ ଥର ଫ୍ୟାନ୍ସଙ୍କୁ ତାଙ୍କ ଫ୍ୟାସନ ବୁଝି ଆସେନି ଏବଂ ସେଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡେ । ଏହା ମଧ୍ୟରେ ଉର୍ଫିଙ୍କ କିଛି ଏମିତି ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଏହି ଫଟୋରେ ଉର୍ଫି ବୋଲ୍ଡେନେସର ସବୁ ସୀମା ପାର୍ କରିଛନ୍ତି ।

ଉର୍ଫି ଜାବେଦଙ୍କ ଏହି ଫଟୋ ତାଙ୍କ ଫ୍ୟାନ୍ ପେଜରେ ସେୟାର କରାଯାଇଛି । ଫଟୋରେ ଦେଖାଯାଉଛି ଯେ ଉର୍ଫିଙ୍କ ବୋଲ୍ଡ ଲୁକ୍ ତାଙ୍କ ଫ୍ୟାନ୍ସଙ୍କ ହୋସ୍ ଉଡାଉଛି । ଉର୍ଫି କ୍ରିମ୍ କଲରର ଟ୍ରାନ୍ସପରେଣ୍ଟ ବ୍ରାଲେଟ୍ ପିନ୍ଧିଥିବା ନଜର ଆସୁଛନ୍ତି । ଏହା ସହିତ ସେ ପର୍ପଲ କଲରର ଟ୍ରାନ୍ସପରେଣ୍ଟ ସ୍କର୍ଟ ପିନ୍ଧିଛନ୍ତି । ଫଟୋରେ ଉର୍ଫିଙ୍କ ବୋଲ୍ଡ ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ହୋଶ୍ ଉଡିଯାଉଛି ।

ଉର୍ଫିଙ୍କ ଏହି ଫଟୋରେ ଫ୍ୟାନ୍ସ ଲଗାତର କମେଣ୍ଟ କରି ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରୁଥିବା ନଜର ଆସୁଛନ୍ତି । କିଛି ଲୋକ ତାଙ୍କ ଟ୍ରାନ୍ସପରେଣ୍ଟ କପଡାକୁ ନେଇ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ କଣ ଏହା ସମ୍ପୂର୍ଣ୍ଣ ଡ୍ରେସ୍ । ଆଉ ଜଣେ ଲେଖିଛନ୍ତି ଯେ ଡ୍ରେସ୍ କିଣିବା ପରେ ସିଲେଇ ଖୋଲି ପିନ୍ଧିଛନ୍ତି କି ? ଏମିତି ଅନେକ ପ୍ରକାର ଟ୍ରୋଲ କରାଯାଉଛି ।

ନିକଟରେ ଉର୍ଫି ନିଜର ଏକ ଭିଡିଓ ପାଇଁ ଟ୍ରୋଲ ହୋଇଥିଲେ । ଏହା ପରେ ସେ କହିଥିଲେ କିଏ କଣ କହୁଛନ୍ତି ତାଙ୍କର କିଛି ଫରକ ପଡେନି । ସେ ସୋସିଆଲ ମିଡିଆରେ ସେମାନଙ୍କ ପାଇଁ ଲେଖିଥିଲେ ଯେ ‘ମାଇଣ୍ଡ୍ ୟୋର ଓନ୍ ବିଜନେସ୍ ।’