PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ତାଲିବାନ ଉପରେ ଆମେରିକା ବାୟୁସେନାର ଏୟାରଷ୍ଟ୍ରାଇକ୍, ପାଲଟା ଆକ୍ରମଣ କରିବାକୁ ଭୟ କରୁଛି ପାକିସ୍ତାନ

https://navbharattimes.indiatimes.com

ନୂଆଦିଲ୍ଲୀ,୧।୮: ଆଫଗାନିସ୍ତାନରୁ ନାଟୋ ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନର ବଢୁଥିବା ଶକ୍ତି ପାଇଁ ଆମେରିକା ସାରା ବିଶ୍ୱରେ ଟାର୍ଗେଟରେ ରହିଛି। ଚୀନ ଓ ରୁଷ ସହିତ ବହୁ ଦେଶ ଆଫଗାନିସ୍ତାନରେ ଜାରି ହିଂସାକୁ ଆମେରିକାର ପରିଣାମ ବୋଲି ବର୍ଣ୍ଣନା କରିଛନ୍ତି। ସେବେଠାରୁ ଆମେରିକା ବାୟୁସେନା ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନ ସୀମା ନିକଟସ୍ଥ ସ୍ପିନ୍ ବୋଲଡାକ୍ ଅଞ୍ଚଳରେ ୮ଟି ତାଲିବାନ ଯୁଦ୍ଧବିମାନକୁ ଏୟାର ଷ୍ଟ୍ରାଇକ୍ ଦ୍ବାରା ଧ୍ବଂସ କରିଛି। ସବୁଠାରୁ ବଡ କଥା ହେଉଛି ଯେ, ସୀମାରେ ଆମେରିକା ବାୟୁସେନାର ବିସ୍ଫୋରଣ ସମୟରେ ପାଲଟା ଆକ୍ରମଣ କରିବାର ସାହାସ କରିନି ପାକିସ୍ତାନ।


ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଅବସ୍ଥିତ ସ୍ପିନ୍ ବୋଲଡାକ୍ ସେହି ଅଞ୍ଚଳ ଯେଉଁଠି କିଛି ଦିନ ପୂର୍ବରୁ ତାଲିବାନ କବଜା କରିଥିଲା। ଯେତେବେଳେ ଆଫଗାନିସ୍ତାନ ବାୟୁସେନା ଏହାର ବିମାନ ପଠାଇ ଏହି ଯୁଦ୍ଧବିମାନମାନଙ୍କୁ ଘଉଡାଇବା ପାଇଁ ଏୟାର ଷ୍ଟ୍ରାଇକ୍ କରିଥିଲା, ସେତେବେଳେ ପାଲଟା ଆକ୍ରମଣ ଚେତାବନୀ ଦେଇ ପାକିସ୍ତାନୀ ବାୟୁସେନା ସେମାନଙ୍କୁ ତଡ଼ି ଦେଇଥିଲା। ବର୍ତ୍ତମାନ ଯେତେବେଳେ ଆମେରିକା ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଛି, ପାକିସ୍ତାନକୁ ପାଲଟା ଆକ୍ରମଣ କରିବାକୁ ସାହାସ କରୁନି।

ସମ୍ବନ୍ଧିତ ଖବର