‘ବନ୍ଦେ ଭାରତ ମିଶନ’: ୟୁଏଇ ଫେରିଲେ ୩୫୪ଜଣ ଭାରତୀୟ

ଦୁବାଇ ୮/୫: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁଇଟି ସ୍ୱତନ୍ତ୍ର ବିମାନ ମୋଟ ୩୫୪ ଭାରତୀୟଙ୍କୁ ଧରି ୟୁଏଇ (ସଂଯୁକ୍ତ ଆରବ ରାଷ୍ଟ୍ର) ଛାଡ଼ିଛି । କେରଳ ଅଭିମୁଖେ ଏହି ବିମାନଦ୍ୱୟ ଆସୁଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଆଇଏକ୍ସ୪୫୨ ବିମାନ ୧୭୭ ଯାତ୍ରୀଙ୍କ ସହ ଆବୁଧାବିରୁ ବାହାରିଛି ।

ଏହାର କିଛି ମିନିଟ୍‌ ପରେ ଦୁବାଇରୁ ଆଉଏକ ବିମାନ କୋଝିକୋଡ଼ ଅଭିମୁଖେ ବାହାରିଛି । ଏହି ମିଶନର ନାମ ‘ବନ୍ଦେ ଭାରତ ମିଶନ’ ରଖାଯାଇଛି । ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବିଭିନ୍ନ ଦେଶରେ ଭାରତୀୟମାନେ ଫସିରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା