PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଦୁନିଆରେ ସବୁଠୁ ଅଧିକ ବୁଦ୍ଧିମାନ ଲୋକ ରୁହନ୍ତି ଭାରତରେ, ବିଶ୍ବାସ ହେଉନି ତ ଦେଖନ୍ତୁ ଏହି ଫଟୋ

ଆଜି ଆମେ ଏମିତି କିଛି ଫଟୋ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ବିଶ୍ବାସ ହୋଇଯିବ ଯେ ଭାରତୀୟ ଲୋକଙ୍କଠାରୁ ଅଧିକ ବୁଦ୍ଧି ଆଉ କାହାର ନାହିଁ।

୧. ପିଆଜ କାଟିବା ସମୟ​‌ରେ ଯଦି ଆଖିରୁ ପାଣି ବାହାରି ଆସୁଛି ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ସବୁଠୁ ଭଲ ଉପାୟ। ମୁଣ୍ଡରେ ହେଲମେଟ ପିନ୍ଧି ଦିଅନ୍ତୁ।

୨. ଚପଲ କିଣିବା ପାଇଁ ପାଖରେ ଟଙ୍କା ନାହିଁ। କିମ୍ବା ପାଣିରେ ଯଦି ଚପଲ ଖରାପ ହୋଇଯାଉଥିବ ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ। ସବୁଠୁ ଶସ୍ତା ଆଉ ଦେଖିବାକୁ ସୁନ୍ଦର।

୩. ଏହି ଯନ୍ତ୍ର ବିଷୟରେ କଣ କହିବୁ ? ଆପଣ ଏହି ଯନ୍ତ୍ର ବିଷୟରେ କେବେ ବି ଭାବି ନଥିବେ ବୋଧେ।

୪. ଆପଣଙ୍କ ଘରେ ଶଗଡ଼ ବୋଧେ ନ ଥିବ। ତେବେ କାମ ଚଳାଇବା ପାଇଁ କୁକୁର ହିଁ କାମରେ ଲଗାନ୍ତୁ।