PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବ୍ଲାକମେଲିଂର ନୂଆ ଫଣ୍ଡା,ଗୋଟିଏ ଭିଡ଼ିଓ କଲ ଓ ଅଶ୍ଳୀଳ ଫଟୋରେ…

ଶ୍ରୀଗଙ୍ଗାନଗର, ୨୨/୦୯: ଭିଡ଼ିଓ କଲରୁ ବ୍ଲାକମେଲିଂ। ଟାର୍ଗେଟରେ ଜନପ୍ରତିନିଧି, ଶିଳ୍ପପତି ଏବଂ ସରକାରୀ କର୍ମଚାରୀ । ଆପଣଙ୍କ ମୋବାଇଲକୁ କୌଣସି ଅଜଣା ଭିଡ଼ିଓ କଲ ଆସୁଛି କି । ଯଦି ଆସୁଛି ଆପଣ ଏହାକୁ ରିସିଭ କଲେ ଫସି ଯାଉଛନ୍ତି। ଏହି ଘଟଣା ଏବେ ନିତିଦିନିଆ ହୋଇଗଲାଣି। ଏଭଳି ଏକ ରାକେଟର ପର୍ଦାଫାଶ କରିଛି ରାଜସ୍ଥାନ ପୁଲିସ। ଭିଡ଼ିଓ କଲରେ ବିନା କପଡ଼ାରେ ଆପଣ ଯଦି ଯୁବତୀଙ୍କୁ ଦେଖୁଛନ୍ତି ଆଉ ତାହା ସ୍କ୍ରିନସଟ ରହିଗଲା ତେବେ ଆପଣ ଟ୍ରାପ ହୋଇଯାଉଛନ୍ତି। ରାଜସ୍ଥାନର ଶ୍ରୀଗଂଗାନଗରର ରାମସିଂହପୁର ପୁଲିସକୁ ଏହି ଘଟଣାରେ ଏକ ବଡ଼ ସଫଳତା ମିଳିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଲୋକ ଏଥିରେ ଶିକାର ହୋଇଥିବା ନଜର ଆସୁଛି। ଏହାର ପିଛା କରି ପୋଲିସ ଜାଲ ବିଛାଇ ଦୁର୍ବୃତ୍ତମାନଙ୍କୁ ଧରିଛି। ଏ ନେଇ ଥାନା ଅଧିକାରୀ ସୁରଜୀତ କୁମାର କହିଛନ୍ତି, ଶ୍ରୀଗଂଗାନଗର ଜିଲ୍ଲା ପୋଲିସ ଲାଗି ଏହା ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଶ୍ରୀ କରନପୁର, ରାୟସିଂହନଗର, ଶ୍ରୀ ବିଜୟନଗରର ଶତାଧିକ ଲୋକ ଏହି ରାକେଟର ଶିକାର ହୋଇଛନ୍ତି। ମାତ୍ର ଲୋକଲଜ୍ୟା ଭୟରେ ପୁଲିସ ପାଖକୁ କେହି ଯାଉନାହାନ୍ତି। ମହିଳାଙ୍କ ସହ ଅଶ୍ଳୀଳ ଭିଡ଼ିଓ ବନାଇ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। ବିକାନରକର ଭୂମି ବିକାଶ ବ୍ୟାଙ୍କ ମ୍ୟାନେଜର ଇଫ୍ତକାର ଅହମ୍ମଦଙ୍କ ଅପହରଣ ପରେ ପୁଲିସ ଏହି ହନିଟ୍ରାପ ରାକେଟ ପାଖରେ ପହଞ୍ଚିଥିଲା। ଏହି ଘଟଣାରେ ଜଣେ ମହିଳାଙ୍କ ସହ ୪ଜଣଙ୍କୁ ଗିରଫ କରାଯାଇ ରିମାଣ୍ଡରେ ନିଆଯାଇଛି।

ସମ୍ବନ୍ଧିତ ଖବର