ଛେଳି କରୁଛନ୍ତି ଡିସ୍କୋ ଡ୍ୟାନ୍ସ ! ଭିଡ଼ିଓ ଭଇରାଲ

୦୮ ଅଗଷ୍ଟ –  ୨୦୨୦ବର୍ଷରେ  କିଛି ହୋଇପାରେ । ଏହି ବର୍ଷରେ ଅନେକ ଅଦ୍ଭୁତ ଘଟଣା ସବୁ ଦେଖିବାକୁ ମିଳୁଛି । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି , ଯାହା କି ଦେଖିଲେ ମଜାଦାର ଲାଗିବ । ଆପଣ ଭିଡ଼ିଓ ଦେଖି ଜାଣିପାରିବେ ।

ଡେଲି ଗୋଟ୍ସ ନାମକ ଏକ ଟ୍ୱିଟର ପେଜ୍‌ରେ ଏହି ଭିଡ଼ିଓ ସେୟାର କରାଯାଇଛି ।  ପ୍ରଥମ କଥା  ହେଲା ସାଉଣ୍ଡ ଅନ୍‌ କରି ଭିଡ଼ିଓ ଦେଖି ନିଅନ୍ତୁ ।  ଏହି ଭିଡ଼ିଓରେ ଛେଳି ଗୁଡି଼ଏ ନଜର ଆସୁଛନ୍ତି ।  ସେମାନେ ସବୁ ଡ୍ୟାନ୍ସ କରୁଛନ୍ତି ।

ବାସ୍ତବରେ କଥା ଏୟା , ଦୁଇଟି ଛେଳି ଚରାଳି ନିଜର ଛେଳିକୁ ନେଇ ଯାଉଛନ୍ତି । ଏହି ଭିଡ଼ିଓଟି କିଏ ଏଡ଼ିଟ୍‌ କରିଦେଇଛି । ହେଲେ ଛେଳିମାନଙ୍କର ଡ୍ୟାନ୍ସ ତ ଅଜବ ଲାଗୁଛି । ଆଉ ତାହା ସହ  ଗୀତ ଖୁବ୍‌ ଦେଖିବା ଭଳି ହୋଇଛି ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ