PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଇସିସି ଦିନିକିଆ ମାନ୍ୟତା: ବ୍ୟାଟିଂ ଶୀର୍ଷରେ କୋହଲି, ବୋଲିଂ ଶୀର୍ଷରେ ଟ୍ରେଣ୍ଟ ବୋଲ୍ଟ

ଦୁବାଇ ୬/୦୮: ଇଂଲଣ୍ଡ-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ସହ ଆଇସିସି ମାନ୍ୟତା ତାଲିକା ପ୍ରକାଶ ପାଇଛି । ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପୂର୍ବପରି ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଶର୍ମା ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସୂଚନା ମୁତାବିକ, ୮୭୧ ରେଟିଂ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ରହିଥିବାବେଳେ ୮୫୫ ପଏଣ୍ଟ ସହ ରୋହିତ ଦ୍ୱିତୀୟ, ୭୧୯ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ ତୃତୀୟ, ୮୧୮ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ରସ ଟେଲର ଚତୁର୍ଥ, ଦକ୍ଷିଣ ଆଫ୍ରିକାର ଫାଫ ଡୁ ପ୍ଲେସି ପଞ୍ଚମ(୭୯୦ ପଏଣ୍ଟ), ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ଷଷ୍ଠ(୭୮୯ପଏଣ୍ଟ), ଆରୋନ ଫିଞ୍ଚ ସପ୍ତମ(୭୬୭ପଏଣ୍ଟ), ନ୍ୟୁଜିଲାଣ୍ଡର କେନ ୱିଲାମସନ ଅଷ୍ଟମ(୭୬୫ପଏଣ୍ଟ), ଇଂଲଣ୍ଡର ଜୋ ରୁଟ ନବମ(୭୫୯ପଏଣ୍ଟ) ଓ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ ଦଶମ(୭୫୫ପଏଣ୍ଟ) ସ୍ଥାନରେ ରହିଛନ୍ତି ।

ବୋଲିଂ ମାନ୍ୟତା ତାଲିକାରେ ମଧ୍ୟ ପ୍ରଥମ ୧୦ଟି ଯାକ ସ୍ଥାନ ଅପରିବର୍ତ୍ତିତ ରହିଛି । ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଶୀର୍ଷରେ ରହିଥିବାବେଳେ ଜଶପ୍ରୀତ ବୁମରା ଦ୍ୱିତୀୟ, ଆଫଗାନିସ୍ତାନର ମୁଜିବ ଉର ରେହମାନ ତୃତୀୟ, ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ ଚତୁର୍ଥ, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ପଞ୍ଚମ, ପାକିସ୍ତାନର ମହମ୍ମଦ ଅମୀର ଷଷ୍ଠ, ଇଂଲଣ୍ଡର କ୍ରିସ୍‌ ୱକ୍ସ ସପ୍ତମ, ନ୍ୟୁଜିଲାଣ୍ଡର ମାଟ୍‌ ହେନରୀ ଅଷ୍ଟମ, ଆଫଗାନିସ୍ତାନର ରସିଦ ଖାନ୍‌ ନବମ ଓ ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ ଦଶମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର