ଅରୁଣଙ୍କ ପାଇଁ ବାହୁରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଖେଳାଳି

ନର୍ଥ ସାଉଣ୍ଡ ୨୫/୮ : ପୂର୍ବତନ ବିସିସିଆଇ ଉପସଭାପତି ଅରୁଣ ଜେଟଲୀଙ୍କ ମୃତ୍ୟୁରେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଦଳ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସମ୍ମାନାର୍ଥେ ଭାରତୀୟ ଖେଳାଳିମାନେ ଆଜି ପ୍ରଥମ ଟେଷ୍ଟର ତୃତୀୟ ଦିବସରେ କଳା ପଟି ପିନ୍ଧି ଖେଳିଥିଲେ ।

ଜେଟଲୀ ବିସିସିଆଇ ଉପସଭାପତି ପଦରେ କାର୍ଯ୍ୟ କରିଥିବାବେଳେ ୧୯୯୯ରୁ ୨୦୧୨ପର୍ଯ୍ୟନ୍ତ ଡିଡିସିଏ(ଦିଲ୍ଲୀ ଜିଲା କ୍ରିକେଟ୍‌ ସଙ୍ଘ) ସଭାପତି ଭାବେ କାର୍ଯ୍ୟରତ ଥିଲେ ।

   ସମ୍ବନ୍ଧିତ ଖବର


ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ

ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା