PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଦେଖନ୍ତୁ, ଏମିତି ବି ଘଟେ – ବାଇକ୍‌ ଷ୍ଟଣ୍ଟ କରିବା ସମୟରେ ପଡୋଶୀଙ୍କ ପାଚେରୀ ଭାଙ୍ଗିଲେ ଯୁବକ

କୋଚି- ବେଳେ ବେଳେ ଅଧିକ ଷ୍ଟାଇଲ୍‌ ମାରିବା ଅନେକଙ୍କଙ୍କୁ ମହଙ୍ଗା ପଡିଥାଏ । ହେଲେ ଏହା ଅନ୍ୟର ଦୁଃଖର କାରଣ ବି ହୋଇପାରେ । ଏପରି ଘଟଣା କେରଳରେ ଘଟିଛି । ଜଣେ ଯୁବକ ବାଇକ୍ ଷ୍ଟଣଅଟ କରୁଥଇବା ବେଳେ ପଡୋଶୀଙ୍କ ପାଚେରୀ ଭାଙ୍ଗି ଦେଇଛନ୍ତି । ଏକ କଲୋନୀରେ ବର୍ଷା ପାଣି ଜମିଥଇଲା ଯୁବକ ଜଣଙ୍କ ବାଇକ୍‌ରେ କଳା କୌଶଳ ଦେଖାଉଥିଲେ ଥାଙ୍କ ସାଙ୍ଗମାନେ ଏହାକୁ ସୁଟିଂ କରୁଥିଲେ । ହେଲେ ପାଣ ଯୋଗୁଁ ବାଇକ୍‌ର ନିୟନ୍ତ୍ରଣ ହରାଇଥିଲେ ଯୁବକ । ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ଷ୍ଟଣ୍ଟ ଦେଖୁଥିବା ଜଣେ ପଡୋଶୀଙ୍କ କାନ୍ଥରେ ମାଡ ହୋଇଥିଲା । ଏଥିରେ ତାଙ୍କର ପାଚେରୀର ଅନେକ ଅଂଶ ଭାଙ୍ଗିଯାଇଥିଲା ।

ଏହି ବିପଦ ପୂର୍ଣ୍ଣ ବାଇକ୍‌ ଷ୍ଟଣଅଟର ଭିଡିଓ ଭାଇରାଲ୍‌ ହୋଇଛି । ସାମାଜିକ ଗଣମାଧ୍ୟମ ମାନଙ୍କରେ ଅନେକ ଏହାକୁ ହସରେ ଉଡାଇ ଦେଇଥିବା ବେଳେ କିଛି ଲୋକ ଏହାର ମଜାକ୍‌ ଉଡାଇଛନ୍ତି । ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ଅପ୍‌ଲାୋଡ୍‌ କରାଯାଇଥିବା ବେଳେ ହଜାର ହଜାର ଲୋକ ଏହାକୁ ଦେଖିଛନ୍ତି ।

ସୌଭାଗ୍ୟ ବଶତଃ ଏଥିରେ କେହି ଆହାତ ହୋଇ ନଥିଲେ । ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ନିକଟରେ ବାଇକ୍‌ ଅଟକି ଯାଇଥିଲା ।

ସମ୍ବନ୍ଧିତ ଖବର