PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଓଜନ କମ୍ କରିବା ପାଇଁ ଚାହୁଛନ୍ତି କି ତେବେ ସବୁଦିନେ କରନ୍ତୁ ପାର୍ଟନରକୁ କିସ୍

କିସ୍ କରିବା ଦ୍ବାରା ଓଜନ କମ ହୋଇଯାଇଥାଏ, ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହି କଥା ସତ। ଏହି ସମ୍ପର୍କରେ ଆମେରିକାର ଲୁଇସ୍ ଭିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ନିଜେ ଏକ ଗବେଷଣା କରି ଏକ କଥାର ପ୍ରକଟ କରାଇଛନ୍ତି କି ଓଜନ କମ କରାଇବାରେ କିସ୍ ଆପଣଙ୍କୁ ସାହାଯ୍ୟ କରିପାରିବ ।

ମିଳିଥିବା ରିପୋର୍ଟ ଅନୁସାରେ ଲୁଇସ୍ ବିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ବ୍ରିଆନ୍ ଷ୍ଟାମଫୋର୍ଡ କହିଛନ୍ତି ଯେ, କିସ୍ କରିବା ଦ୍ବାରା ଜଣେ ବ୍ୟକ୍ତିର ଏକ ମିନିଟରେ ଦୁଇ କିଲୋ କ୍ୟାଲୋରୀ କମ ହୋଇଥାଏ। ଏହାଦ୍ବାରା ମେଟାବୋଲିଜିମ୍ ଦୁଇଗୁଣା ହୋଇଯାଏ। ଯେଉଁଠି ଜିଗିଙ୍ଗ୍ କରିବା ଦ୍ବାରା ଏକ ମିନିଟରେ ୧୧.୨ କ୍ୟାଲୋରୀ କମି ଥାଏ। ଓଜନ କମାଇବା ପାଇଁ ବହୁତ ସର୍ଭେ କରାଯାଇଛି ଯେଉଁଥିରେ ଏହା କୁହାଯାଇଛି କି ଚୁମ୍ବନ ବା କିସ୍ ଆପଣଙ୍କ ଓଜନକୁ କମାଇବାରେ ସାହାଯ୍ୟ କରିବ।

ଏହା ବି ଜାଣିବା ଦରକାର ଯେ, ସେକ୍ସ କରିବା ସମୟରେ ଗୋଟିଏ କିସ କରିବା ଦ୍ବାରା ପ୍ରାୟ ୯ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ। ଏହିପରି ଭାବେ ୩୯୦ ଥର କିସ୍ କରିଲେ ୧/୨ କିଲୋ ଓଜନ କମ ହୋଇଥାଏ। ସେକ୍ସ କରିବା ଦ୍ବାରା ଥରକରେ ​‌୫୦୦ରୁ ୧୦୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ।

ଯାହା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ଅର୍ଥାତ୍ ଫ୍ୟାଟ୍ କମ୍ କରାଇବାରେ ସାହାଯ୍ୟ କରିଥାଏ। ସେକ୍ସ ଦ୍ବାରା ଏନଣ୍ଡେ୍ରାଫିନ୍ ହର୍ମୋନର ମାତ୍ରା ବଢ଼ିଥାଏ ଏହାଦ୍ବାରା ଶରୀରର ତ୍ବଚା ସୁନ୍ଦର ଓ ଚିକ୍କଣ ହୋଇଯାଇଥାଏ।