PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

କମ୍‌ ବୟସରେ ଅନ୍ୟକୁ ବୟସ୍କ ପରି ଦେଖା ଯାଉଛନ୍ତି କି ? ଏହି ସବୁ ସଙ୍କେତରୁ ଜାଣନ୍ତୁ

କିଛି ଲୋକଙ୍କ ଶରୀର ସେମାନଙ୍କର ବୟସ  ତୁଳନାରେ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ ।  ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ , ଯିଏକି  ନିଜର ବୟସ ତୁଳନାରେ ଦେଖିବାକୁ ଅଧିକ ବୟସର ଲାଗନ୍ତି। ଡାକ୍ତରଙ୍କ ନଜରରେ ଏହି ଏଜିଙ୍ଗ୍‌ ସହ ଜଡ଼ିତ ସମସ୍ୟା ଅଟେ, ଯେଉଁଥିରେ ମଣିଷର ଶରୀର ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଭାବେ ବିକଶିତ ହୋଇଥାଏ । ଏକ୍ସପର୍ଟଙ୍କ ମତରେ ଶରୀରରେ ହେବାକୁ ଥିବା  କିଛି ସ୍ୱତନ୍ତ୍ର ପରିବର୍ତ୍ତନ ଏଜିଙ୍ଗ୍‌ର ସମସ୍ୟା ଆଡ଼କୁ ସଙ୍କେତ କରିଥାଏ ।

कमर से टाइट कपड़े

ଅଣ୍ଟାରେ ଟାଇଟ୍‌ କପଡ଼ା –  ଦେହର ମଧ୍ୟ ଭାଗରେ ହଠାତ୍‌ ଫ୍ୟାଟ୍‌ ବୃଦ୍ଧି ଏଜିଙ୍ଗ୍‌ ସମସ୍ୟାକୁ ଦର୍ଶାଇ ଥାଏ । ଉଦାହରଣ ସ୍ୱରୂପ , ଆପଣ କୌଣସି ପୁରୁଣା ପ୍ୟାଣ୍ଟ ପେଟ ଓ ଜଙ୍ଘ ପାଖରୁ ଟାଇଟ୍‌ ହେବାକୁ ଲାଗେ  ଓ ତଳ ଭାଗରେ କୌଣସି ଫିଟିଙ୍ଗ୍‌ରେ ପରିବର୍ତ୍ତନ ନଆସିଲେ , ଏହା ଏଜିଙ୍ଗ୍‌  ସମସ୍ୟା ହୋଇପାରେ । ଏହି ପ୍ରକାର ସମସ୍ୟା ମେଟାବଲିକ୍‌ ସିଣ୍ଡ୍ରୋମ୍‌ ଓ ଆର୍ଥରାଇଟିସ୍‌ର କାରଣ ମଧ୍ୟ ହୋଇପାରେ ।

जख्मों का देरी भरना

କ୍ଷତ ସ୍ଥାନ ବିଳମ୍ୱରେ ଶୁଖିବା – ଡାକ୍ତରଙ୍କ ମତରେ ଯଦି କୌଣସି ମଣିଷର ସାମାନ୍ୟ ଆଘାତ ଲାଗିଥାଏ ,ଆଉ ଏହା ଭଲ ହେବାକୁ ବିଳମ୍ୱ ହୁଏ ତ ଏହା ଏଜିଙ୍ଗ୍‌ ସମସ୍ୟା ହୋଇପାରେ , ଏହି ପ୍ରକାରର ସମସ୍ୟା  ଆମର ଇଣ୍ଟରନାଲ ଏଜିଙ୍ଗ୍ ସିଷ୍ଟମ ଉପରେ ନିର୍ଭର କରିଥାଏ ।

लोगों का टोकना

ଲୋକଙ୍କ ଅନୁମାନ – ଅନେକ ସମୟରେ ଅଜଣା ଲୋକ କୌଣସି ବ୍ୟକ୍ତିଙ୍କ ଶରୀର ଓ ବୟସକୁ  ଦେଖି  ଚିନ୍ତିତ ହୋଇଯାନ୍ତି । ଯଦି ଆପଣଙ୍କୁ ମଧ୍ୟ ପ୍ରଥମଥର ଦେଖି ଲୋକେ ଏମିତି ଭାବନ୍ତି ତ ଏହା  ସମସ୍ୟା ଆପଣଙ୍କ ସହ ହୋଇପାରେ। ପାଖାପାଖି ଡର୍ଜନ ଅଜଣା ଲୋକଙ୍କୁ ଆପଣଙ୍କର ବୟସ ଭିଷୟରେ କହିବେ , ସେ ଯେଉଁ ଅନୁମାନ କରିବେ , ତାହା ଆପଣଙ୍କର ବାୟୋଲଜିକଲ ବୟସ ବିଷୟରେ ହିଁ ମତ ଦେଇପାରନ୍ତି ।  

कमजोर पकड़

ଦୁର୍ବଳ ମୁଠା – ଏକ୍ସପର୍ଟ କୁହନ୍ତି , ବୟସ ବଢ଼ିବା ସହ ମଣିଷର ହାତର ମୁଠାରେ ମଧ୍ୟ ଦୁର୍ବଳତା ଦେଖାଯାଏ । ଏକ ଷ୍ଟଡି ମୁତାବିକ୍, ହାତର ଶକ୍ତି ଆମର ବୟସ ସହ ସିଧା ସଂଯୋଗ ହୋଇଥାଏ ,  ଏହା କେବଳ ଦୁର୍ବଳ ମାଂସପେଶୀୟ ଗୁଡ଼ିକର ସଙ୍କେତ ନୁହେଁ , ଏହା ମଧ୍ୟ ଆପଣଙ୍କର ବ୍ରେନ୍‌ ଏଜିଙ୍ଗ୍‌ ଫାଷ୍ଟର ଅଟେ ।

बोन लॉस

ବୋନ୍‌ ଲସ୍ – ଦୁଃର୍ଭାଗ୍ୟବଶତଃ ବୋନ୍‌ ଲସ୍‌ ଏଜିଙ୍ଗ୍‌ର ଏକ ନର୍ମାଲ ପାର୍ଟ ଅଟେ । ବୋନ୍ ମାସ୍ ହଜିବା ଯୋଗୁଁ  ମୁହଁରେ ସମସ୍ୟା ସ୍ପଷ୍ଟ ଜଣାପଡେ । ଗାଲର ଭିତର ଆଡକୁ ପଶିଯିବା ଓ ଅଧିକ ପତଳା ଓଠ ଏହାର ଲକ୍ଷଣ ହୋଇପାରେ । ଧ୍ରୁମପାନ , ଖରାପ ନ୍ୟୁଟ୍ରିସନ , କାର୍ଡିଓଭାସ୍କୁଲାର ହେଲଥ୍‌  ବା ହଠାତ୍‌  ଓଜନ ହ୍ରାସର କାରଣରୁ ମଧ୍ୟ ମଣିଷର ବୟସ ଅଧିକ ଜଣାପଡ଼େ ।

झुर्रियां

କେଶ ଝଡ଼ିବା – କମ୍‌ ବୟସରେ ହିଁ କେଶ ଝଡିବା ଏଜିଙ୍ଗ୍‌ ସମସ୍ୟାର ସଙ୍କେତ ହୋଇପାରେ । କେଶ ସହ ଜଡ଼ିତ ସମସ୍ୟା ଆମର  ମୁଣ୍ଡ ପର୍ଯ୍ୟନ୍ତ ସୀମିତ ରହିନଥାଏ । ହାତ, ପାଦ ବା ଶରୀରର ଯେକୌଣସି ଅଂଶରେ ହଠାତ୍‌ କେଶ ଝଡ଼ିବା ଏଜିଙ୍ଗ୍‌ ସମସ୍ୟା ହୋଇପାରେ ।

बालों का झड़ना

ସିଡ଼ି ଚଢ଼ିବାରେ ସମସ୍ୟା –  ଦୁର୍ବଳ ଆଣ୍ଠୁ ଓ ଖରାପ ଫିଟନେସ୍‌  କାରଣରୁ ଯଦି ଆପଣଙ୍କୁ ବି  ସିଡ଼ି  ଚଢ଼ିବାକୁ ସମସ୍ୟା ହେଉଥାଏ , ତ ଏହା  ମଧ୍ୟ ପ୍ରିମ୍ୟାଚ୍ୟୋର ଏଜିଙ୍ଗ୍ ସମସ୍ୟାର ସଙ୍କେତ ହୋଇପାରେ ।

सीढ़ियां चढ़ने में दिक्कत

ମେନୋପଜ୍‌ – ମହିଳାଙ୍କ ମଧ୍ୟରେ  ମେନ୍‌ଷ୍ଟ୍ରୁଆଲ ସାଇରିଲ୍‌ର ଫ୍ରିକ୍ୱେନ୍ସି ଓ ପ୍ରିଡିକ୍ଟିବିଲିଟ୍‌ ମଧ୍ୟ ଏକ ଏଜିଙ୍ଗ୍‌ ସମସ୍ୟାର ସଙ୍କେତ ହୋଇପାରେ । ଏହି ପେନୋପୋଜ୍‌ ୧୫ ବର୍ଷ ପୂର୍ବରୁ  ଆରମ୍ଭ ହୋଇପାରେ ।

मीनोपॉज