ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଓଃ କି ତାତି, ହେ ପ୍ରଭୁ ରକ୍ଷା କର... ୪୪ ଡିଗ୍ରୀ ଟପିଲା ରାଜଧାନୀ ପାରଦ

ଭୁବନେଶ୍ବର ୨୭/୪: ହେ ପ୍ରଭୁ ରକ୍ଷା କର। ପ୍ରଚଣ୍ଡ ତାତି କଲାଣି କଲବଲ। ଜଳୁଛି ସାରା ଓଡ଼ିଶ ପ୍ରତିଦନ ଭାଙ୍ଗୁଛି ତାତି ରେକର୍ଡ। ଏବେ ୪୦ ନୁହେଁ ୪୪ ଡିଗ୍ରୀ ଉପରେ କଥା। ଶନିବାର ସାଢ଼େ ୨ଟା ସୁଦ୍ଧା ୪୪.୬ ଡିଗ୍ରୀରେ ଜାଳିଲା ରୋଦ୍ର ତାପ। ଗୁଳୁଗୁଳି ସାଙ୍ଗକୁ କଲବଲ କଲା ଅସହ୍ୟ ଖରା। ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଲା। ରାସ୍ତା ବାହାରୁ ହୁଲା। ରାଜଧାନୀ ପାଲଟିଲା ସବୁଠୁ ଉତ୍ତପ୍ତ ସହରା।

ଶନିବାର ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-ଭୁବନେଶ୍ୱରରେ ୪୪.୬ ଡିଗ୍ରୀ, ଝାରସୁଗୁଡାରେ ୪୩.୬ ଡିଗ୍ରୀ, ରାଉରକେଲାରେ ୪୨.୫ ଡିଗ୍ରୀ, ଚାନ୍ଦବାଲିରେ ୪୨.୪ ଡିଗ୍ରୀ, ସମ୍ବଲପୁରରେ ୪୨.୧ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ,ବାଲେଶ୍ୱରରେ ୪୧.୭ ଡିଗ୍ରୀ, କେନ୍ଦୁଝରରେ ୪୧.୫ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ,ପୁରୀରେ ୩୪.୭ ଡିଗ୍ରୀ, ପାରାଦୀପରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.