ଜୟପୁର, ୧୭/୦୫ : କୂଅ ଭିତରୁ ବୃଦ୍ଧ ଉଦ୍ଧାର। କୋରାପୁଟ ଜିଲ୍ଲା ଜୟପୁର ଉମ୍ରିରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଅସାବଧନତା ଯୋଗୁ କୂଅରେ ଖସି ପଡିଥିଲେ। ଖବର ପାଇ ଜୟପୁର ଅଗ୍ନିଶମ ବାହିନୀର ଟିମ୍ ସେଠାରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ବେଳେ ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି ।
ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସର୍ପ୍ରାଇଜ୍ ଦେ...