ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କେନ୍ଦ୍ର ସରକାରଙ୍କ ପରାମର୍ଶ, କ’ଣ ଖାଇବେ କରୋନା ରୋଗୀ

କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କ’ଣ ଖାଇବେ। କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହା
ଉପରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କରୋନା ରୋଗୀ ଭିଜା ଆଲମଣ୍ଡ ଓ କିସ୍‌ମିସ୍‌ ଖାଇବେ। ନିୟମିତ ଭାବେ ସକାଳୁ ଏହାକୁ ଖାଆନ୍ତୁ ।

wp:list
  • ସକାଳ ଜଳଖିଆରେ ମାଣ୍ଡିଆ କିମ୍ବା ଦଲିଆ ଖାଇବେ। ଏହା ଆମର ହଜମ ଶକ୍ତି ବଢ଼ାଇବା ସହ ରୋଗ ପ୍ରତିରୋଧକ
  • ଶକ୍ତି ବି ବଢ଼ାଇବ ।
  • ଚିକେନ୍‌, ମାଛ, ଅଣ୍ଡା, ପନିର, ସୋୟାବିନ୍‌ ଏବଂ ବାଦାମ ଖାଆନ୍ତୁ।
  • ଏହା ସହ ହାଇପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ।
  • ଅଲିଭ୍‌ ଅଏଲ୍‌ ଓ ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ।
  • ଖାଇବା ପରେ ଗୁଡ ଓ ଘିଅ ଖାଆନ୍ତୁ । ଏହା ଶରୀରକୁ ଗରମ ରଖିବ ।
  • ପ୍ରତିଦିନ ଫଳ ଖାଆନ୍ତୁ ।
  • ସଂଗରୋଧରେ ଥିବା କରୋନା ସଂକ୍ରମିତ ଅଳ୍ପ ପରିମାଣରେ ଡାର୍କ ଚକୋଲେଟ୍‌ ଖାଇପାରିବେ ।
  • ରାତ୍ରି ଭୋଜନରେ ଖେଚେଡି ଖାଇପାରିବେ । ଏହା ରୋଗୀକୁ ଡାଇରିଆ ଭଳି ସମସ୍ୟାରୁ ଦୂରେଇ ରଖିବ ।
  • କ୍ଷୀରରେ ହଳଦୀ ମିଶାଇ ପ୍ରତିଦିନ ପିଅନ୍ତୁ ।
  • ଶରୀରକୁ ହାଇଡ୍ରେଡ୍‌ ରଖିବା ପାଇଁ ସାଧା ପାଣି ବ୍ୟତୀତ ନିୟମିତ ଲେମ୍ବୁ ପାଣି ଓ ଦହି ପାଣି ପିଅନ୍ତୁ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.