ଜାତକରେ ରାହୁର ଗ୍ରହର ଉପସ୍ଥିତି ରହିଲେ ଚମକିବେ ଭାଗ୍ୟ: ବାସ ଜାତରେ ଏମିତି କିଛି ରହିବା ଦରକାର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ଗ୍ରହ ଉପସ୍ଥିତି ମଣିଷର ଭାଗ୍ୟ ପରିବର୍ତ୍ତନ କରୁଥିବା ବେଳେ କେତେକ କ୍ଷେତ୍ରରେ କ୍ଷତି କରିଥାଏ। ଜ୍ୟୋତିଷ ଶାସ୍ତ୍ରେରେ ୯ଟି ଗ୍ରହ ରହିଛି। ଜାତକରେ ସବୁ ଗ୍ରହ ଗୁଡିକର ଉପସ୍ଥିତି ଉପରେ ମନୁଷ୍ୟର ଭାଗ୍ୟ ବଦିଳିବା ନିର୍ଭର କରିଥାଏ। ନଅଟି ଗ୍ରହ ମଧ୍ୟରୁ ରାହୁ ଏବଂ କେତୁ ଗ୍ରହଙ୍କୁ ଅସୁର ମାନ୍ୟତା ଦିଆଯାଇଛି।ଆସନ୍ତୁ ଜାଣିବା ରାହୁ ଗ୍ରହର ଉପସ୍ଥିତି ଜାତକରେ ଅନ୍ୟ ଗ୍ରହ ଉପରେ କି ପ୍ରଭାବ ପକାଏ ଏବଂ କି ଫଳ ମିଳିଥାଏ।

ଯାହାର ଜାତକ ରାଶିରେ ଶନିଙ୍କ ସହିତ ରାହୁ ଗ୍ରହ ସ୍ଥିର ରହିଥାଏ ସେହି ବ୍ୟକ୍ତି ଶାନ୍ତ ରହିବା ସେ ରହସ୍ୱମୟ ସ୍ୱଭାବର ହେବା ସମ୍ଭାବନା ରହିଛି।ଏହି ଭଳି ଲୋକ ନିଜ କ୍ଷମତା ଠାରୁ ଅଧିକ ଧନ ସମ୍ପଦର ଅର୍ଜନ କରିଥାଏ।ଜାତକରେ ଶନି,ଶୁକ୍ର ଏବଂ ବୁଧ ଲଗ୍ନ ରେ ରାହୁଙ୍କ ଉପସ୍ଥତି ରହିଲେ ଶୁଭ ଫଳ ମିଳିଥାଏ କାରଣ ରାହୁ ଏହି ଗ୍ରହ ଗୁଡିକ ମିତ୍ର ଗ୍ରହ ।

ଜାତକ ରାଶିରେ ଯଦି ସୁର୍ଯ୍ୟ, ଚନ୍ଦ୍ର, ମଙ୍ଗଳ କିମ୍ବା ଚନ୍ଦ୍ରମା ଲଗ୍ନ ସମସ୍ତଙ୍କ ଉପସ୍ଥିତି ଥିବ ତେବେ ରାହୁ ଗ୍ରହଙ୍କ କୁପ୍ରଭାବ ପଡିବା ସହ ଅଶୁଭ ଫଳ ମିଳିବ ସମ୍ଭାବନା ରହିଛି। କାରଣ ରାହୁଙ୍କ ଏହି ଚାରେଟି ଗ୍ରହ ମଧ୍ୟରେ ଶତ୍ରୁତା ରହିଛି।

ଯଦି କାହ ଜାତକରେ କୁଣ୍ଡଳୀରେ ରାହୁ ତୃତୀୟ, ଷଷ୍ଠ କିମ୍ବା ଏକାଦଶ ଭାଗରେ ରହିଛନ୍ତି ତେବେ ରାହୁ ଶୁଭଫଳ ପ୍ରଦାନ କରିବେ।

ରାହୁ ଲଗ୍ନ, ପଞ୍ଚମ,ନବମ ଦିଗରେ ରହିଛନ୍ତି ତେବେ ସମୟ ଅନୁସାରେ ଫଳ ମିଳିବା ସହ ସେହି ବ୍ୟକ୍ତି ସଫଳ ହେବାର ସମ୍ଭାବନା ରହିଛି ।

   ସମ୍ବନ୍ଧିତ ଖବର


ଓଡିଶାର ଏହି ସ୍ଥାନରେ ଅଶୋଧିତ ତୈଳ ସନ୍ଧାନରେ ସର୍ଭେ ଆରମ୍ଭ ଲାଗିଲା ୧୦ ୱାଇଫାଇ ମେସିନ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା