ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ସଙ୍ଗରୋଧରେ କ'ଣ ଖାଇବା ଉଚିତ୍ ? ପରାର୍ମଶ ଦେଲେ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶ

କରୋନା ସମୟରେ ଘରେ ଆଇସୋଲେସନରେ ରହିବା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ଖାଇବା ସହିତ ସୁଷମ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସାଧାରଣତଃ କରୋନାରେ ଆକ୍ରାନ୍ତ ହୋଇ ଘରେ ୧୪ ଦିନ ପାଇଁ ଆଇସୋଲେସନରେ ରହିବା ସମୟରେ କଣ ଖାଇବା ଉଚିତ ଆସନ୍ତୁ ଜାଣିବା...

wp:list
  • ଜଳଖିଆରେ ମାଣ୍ଡିଆ, ଓଟ୍‌ସ, ରୁଟି ସନ୍ତୁଳା, ରୁଟି ଛେନା, ଅଟାଚକୁଳି, ଇଡଲି ଆଦି ଖାଇପାରିବେ ।
  • ଦିନକୁ ୩ଟି ମିଲ ବଦଳରେ ୬ଟି ମିଲ ନିଅନ୍ତୁ
  • କାଶ କିମ୍ବା ତଣ୍ଟି ଦରଜ ଲାଗିଲେ ମହୁ ସହିତ ଅଦା ଖାଆନ୍ତୁ ।
  • ଡାଲି ଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ନିଅନ୍ତୁ ।
  • କ୍ଷୀର ଆଉ କ୍ଷୀରଜାତୀୟ ଜିନିଷ
  • ପ୍ରଚୁର ପରିମାଣରେ ପାଣି ସହିତ ଲେମ୍ବୁ ସରବତ, ପଇଡ଼ପାଣି, ଦହି ସରବତ ଆଦି ନିଅନ୍ତୁ ।
  • ଶରୀରରେ ଜ୍ୱର ଥିଲେ ନରମ ଭାତ, ଖିଚିଡି, ପାଉଁରୁଟି ଆଦିଖାଆନ୍ତୁ ।
  • ଜ୍ୱର ସମୟରେ ମୋଟା ଚୋପା ଥିବା ଫଳ ଖାଇବାଉଚିତ ।
  • ନରମ ମାଛ ଭଜା, ଚିକେନ ସୁପ, ଅଣ୍ଡା ସିଝା ଆଦି ଖାଇପାରିବେ
  • ଜ୍ୱର ସମୟରେ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ବେଶି ପରିମାଣରେ ତେଲ ମସଲା, ମିଠା ଖାଆନ୍ତୁ ନାହିଁ ।
  • ବାହାରୁ ଖାଇବା ଅର୍ଡର କରି ଖାଆନ୍ତୁ ନାହିଁ ।
  • ମେଡିସିନ ଠିକ ସମୟରେ ଖାଆନ୍ତୁ
  • ପ୍ରଚୁର ପରିମାଣରେ ପାଣି ପିଅନ୍ତୁ
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.