PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ହ୍ୱାଟ୍‌ସଆପ୍‌ରେ ଆପଣଙ୍କୁ କିଏ ବ୍ଲକ୍‌ କରିଛି କି? ଚିନ୍ତା କରନ୍ତୁ ନାହିଁ , ଏହି ଉପାୟରେ ପୁଣି ଚାଟ୍‌ କରି ପାରିବେ

ନୂଆଦିଲ୍ଲୀ – ହ୍ୱାଟ୍‌ସଆପ୍‌ ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉ ଥିବା ଏକ ଇଷ୍ଟାଣ୍ଚ ମେସେଜିଂ ଆପ୍‌ । କୋଟି କୋଟି ଲୋକ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ନିଜର ବନ୍ଧୁ ଓ ନିକଟରଙ୍କ ସହ କଥା ହୁଅନ୍ତି। କିନ୍ତୁ ଅନେକ ଥର ଏମିତି ପରିସ୍ଥିତି ଆସିଥାଏ , ଯେବେ  ବିରକ୍ତିରେ କେହି ଜଣେ ସଂପର୍କୀୟ ଏଥିରେ ବ୍ଲକ୍ କରି ଦିଅନ୍ତି ।ସେହି ବ୍ୟକ୍ତି ବହୁତ ଚିନ୍ତିତ ହୋଇ କେମିତି ତାଙ୍କ ସହ କଥା ହେବେ ଏହି ଉପାୟ ଖୋଜନ୍ତି । ଯଦି ଆପଣ ଏମିତି କିଛି ସ୍ଥିତିରେ ଅଛନ୍ତି ତ ଚିନ୍ତା କରନ୍ତୁ ନାହିଁ । ଏଥିପାଇଁ ଏକ ଉପାୟ କହୁଛୁ ।

WhatsApp पर किसी ने किया है Block तो ना हो परेशान, इस खास ट्रिक का यूज कर फिर से कर पाएंगे Chat

ଯଦି ଆପଣଙ୍କୁ କିଏ ହ୍ୱାଟ୍‌ସଆପ୍‌ରେ ବ୍ଲକ୍‌ କରେ ତ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଟ୍ରିକ୍‌ କହିବୁ , ଯାହା ମାଧ୍ୟମରେ ଆପଣ ବ୍ଲକ୍‌ ହେବା ପରେ ବି ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରିପାରିବେ ।

ପ୍ରଥମ ଉପାୟ-

ଏଥିପାଇଁ ଆପଣଙ୍କୁ ନିଜର ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଡିଲିଟ୍ କରିବା ପରେ ପୁଣି ସାଇନ୍‌ ଅପ୍‌ କରିବାକୁ ହେବ । ଏହାପରେ ଆପଣ ତୁରନ୍ତ ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରି ପାରିବେ, ଯିଏ ଆପଣଙ୍କୁ ବ୍ଲାକ୍‌ କରିଛନ୍ତି ।  ଧ୍ୟାନ ଦେବାର କଥା କି ଏମିତି କରିବାରେ ହୋଇପାରେ ଆପଣ ପୁରୁଣା ବ୍ୟାକ୍‌ଅପ୍‌ ହରାଇ ପାରନ୍ତି । ଏଥିରେ ଆପଣଙ୍କୁ ସ୍ଥିର କରିବାକୁ ହେବ କି ଆପଣଙ୍କ ପାଇଁ କଣ ଅଧିକ ଆବଶ୍ୟକ । ବ୍ଲକ୍‌ ହେବା ପରେ  କାହାକୁ ମେସେଜ୍‌ କରିବା ପାଇଁ ଫୋନ୍‌ରେ ହ୍ୱାଟ୍ସଆପ୍‌ ଖୋଲନ୍ତୁ , ସେଟିଂ ଅପସନକୁ ଯାଇ ଆକାଉଣ୍ଟରେ କ୍ଲିକ୍‌ କରନ୍ତୁ ।

ଏବେ ଆପଣ ଦିଆଯାଇ ଥିବା ଡିଲିଟ୍‌ ମାଇଁ ଆକାଉଣ୍ଟ ଅପସନକୁ ଟ୍ୟାପ୍‌ କରନ୍ତୁ । ଏହା ଯଦିଓ ଅଜବ ଲାଗିପାରେ , ହେଲେ ଆକାଉଣ୍ଟ ପୁଣି କରିବା ପାଇଁ ଏହା ଜରୁରୀ ଅଟେ । ଏହା ନିଜର ଦେଶର କୋଡ( ଭାରତ ପାଇଁ +91) ଓ  ନିଜର ଫୋନ୍‌ ନମ୍ୱର ଟାଇପ୍‌ କରନ୍ତୁ

WhatsApp पर किसी ने किया है Block तो ना हो परेशान, इस खास ट्रिक का यूज कर फिर से कर पाएंगे Chat

ଉପରେ ଦିଆଯାଇଥିବା ଷ୍ଟେପ୍ସକୁ ପୂରା କରିବା ପରେ ଡିଲିଟ୍‌ ମାଇଁ ଆକାଉଣ୍ଟ ବଟନରେ ଟ୍ୟାପ୍‌ କରନ୍ତୁ । ଏବେ ହ୍ୱାଟ୍ସଆପ୍‌ ବନ୍ଦ କରି ପୁଣି ଖୋଲନ୍ତୁ ,ନିଜର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ପୁଣି ତିଆରି କରନ୍ତୁ । ଏହିପରି ଆପଣ ବ୍ଲକ୍‌ ଅପସନକୁ ବାଇପାସ୍‌ କରିଦେବେ ଏବଂ ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରିପାରିବେ, ଯିଏ ଆପଣଙ୍କୁ ବ୍ଲକ୍ କରିଛନ୍ତି ।

ଦ୍ୱିତୀୟ ଉପାୟ-

ଏହି ଉପାୟରେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଡିଲିଟ୍‌ କରିବା ବା ଚ୍ୟାଟ୍‌ ବ୍ୟାକଅପ୍‌ ହରାଇବାର ଆବଶ୍ୟକତା ନାହିଁ। ହେଲେ ଏହି ଉପାୟରେ ଆପଣଙ୍କୁ ନିଜର କୌଣସି ବନ୍ଧୁଙ୍କର ସାହାଯ୍ୟ ନେବାକୁ ହେବ । ନିଜର କୌଣସି ବନ୍ଧୁଙ୍କୁ କହନ୍ତୁ କି ସେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ କରିବେ , ଯେଉଁଥିରେ ଆପଣଙ୍କୁ ଓ ସେହି ବ୍ୟକ୍ତିଙ୍କ ନମ୍ୱରକୁ ଯୋଡ଼ନ୍ତୁ ଯିଏ ଆପଣଙ୍କୁ ବ୍ଲକ୍‌ କରିଛନ୍ତି । ଏମିତି କରି ଆପଣଙ୍କର ବନ୍ଧୁ ଗ୍ରୁପ୍‌ରୁ ବାହାରକୁ ଯାଇ ପାରିବେ । ଏବେ ଆପଣ ଗ୍ରୁପ୍‌ରେ ନିଜର କଥା କହି ଦିଅନ୍ତୁ। ଗ୍ରୁପ୍‌ରେ ପଠାଯାଇ ଥିବା ସବୁ ମେସେଜ୍‌ ବ୍ଲକ୍ କରିଥିବା ବ୍ୟକ୍ତି ପାଖରେ ପହଞ୍ଚି ଯିବ ।