ଡୋନାଲ୍ଡ ଟ୍ରମ୍ପ୍ ନିଜ ଝିଅ ବିଷୟରେ କହିଲେ- ତା’ ଫିଗର ବହୁତ କମାଲ୍, ଯଦି ସେ ମୋ ଝିଅ ହୋଇନଥାନ୍ତା ତାହେଲେ ଡେଟ୍ କରୁଥାନ୍ତି…

କାମ ବ୍ୟତୀତ ନିଜ ବ୍ୟକ୍ତିତ୍ବ ଓ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋଡ଼ାଲ୍ଡ ଟ୍ରମ୍ପ ଆଜି ନିଜ ଝିଅ ବିଷୟରେ ମୁହଁ ଖାଲିଛନ୍ତି। ପୂର୍ବରୁ ଅନେକ ମହିଳାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଡୋନାଲ୍ଡଙ୍କ ସହ ତାଙ୍କ ଝିଅ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଥମ ପତ୍ନୀ ଇୱାନାଙ୍କ ଝିଅ ହେଉଛନ୍ତି ଇୱାଙ୍କା ଟ୍ରମ୍ପ । ଇୱାଙ୍କାଙ୍କୁ ଏବେ ୩୫ ବର୍ଷ ବୟସ। ସେ ଜଣେ ନାମି ଦାମି ବିଡନେସ୍‌ ଲେଡି। ସେ ଦେଖିବାକୁ ଯେମିତି ଗୁଣରେ ମଧ୍ୟ ସେମିତି। ପରିବାର ଓ ପିଲା ଛୁଆଙ୍କ ସହ ସେ ନିଜର ସ୍ବତନ୍ତ୍ର ବ୍ୟକ୍ତିତ୍ବ ଗଠନ କରିଛନ୍ତି। ସେ ଆମେରିକାରେ ରୁହନ୍ତି।


ବ୍ୟବସାୟ ବ୍ୟତୀତ ସେ ଜଣେ ଲେଖକ ଓ ଫ୍ୟାସନ ଡିଜାଇନର୍‌। ଏବେ କିଛି ଦିନ ହେବ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଫଟୋରେ ସେ ବହୁତ ହଟ୍‌ ଦେଖାଯାଉଛନ୍ତି। ଦର୍ଶକ ତାଙ୍କ ଫଟୋକୁ ବହୁତ ପସନ୍ଦ କରିଛନ୍ତି। ଇୱାଙ୍କାଙ୍କୁ ସୋସିଆଲ ମିଡିଆରେ ୪.୮ ମିଲିୟନ ଲୋକେ ଫଲୋ କରନ୍ତି।

କେବଳ ଫଲୋର୍ସ ନୁହେଁ ନିଜ ପିତା ଟ୍ରମ୍ପ ମଧ୍ୟ ଇୱାଙ୍କାଙ୍କ ସୁନ୍ଦରତାକୁ ଦେଖି ଚୁପ୍ ରହିପାରିଲେ ନାହିଁ। ୨୦୦୬ରେ ଏକ ଟକ୍ ସୋରେ ନିଜ ଝିଅ ଉପରେ ଦେଇଥିବା ବୟାନ ପାଇଁ ବହୁ ଚର୍ଚ୍ଚାକୁ ଆସିଥିଲେ। ଯେଉଁଥିରେ ଟ୍ରମ୍ପ କହିଥିଲେ- ତାଙ୍କ ଫିଗର ବହୁତ କମାଲ୍ ଅଟେ। ଯଦି ସେ ମୋ ଝିଅ ନ ହୋଇଥାନ୍ତା ବୋଧେ ମୁଁ ତା ସହିତ ଡେଟ୍ କରୁଥାନ୍ତି।

   ସମ୍ବନ୍ଧିତ ଖବର


ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’