ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ମୁମ୍ୱାଇ : ମୁମ୍ୱାଇରେ ଡଗ୍ସ କନେକ୍ସନକୁ ନେଇ ଏନ୍‌ସିବିର ବଡ଼ କାର୍ଯ୍ୟାନୁଷ୍ଠାନ । ଏବେ ଏହି ଜାଲରେ ପଡିଛନ୍ତି ଜଣେ ଟିଭି ଅଭିନେତ୍ରୀ । ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ଟିଭି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଗିରଫ କରିଛି । ଏହି ଅଭିନେତ୍ରୀ ଟିଭି ସିରିଏଲ  ‘ସାବଧାନ  ଇଣ୍ଡିଆ’ ଓ ‘ଦେବୋ କି ଦେବ୍‌ ମହାଦେବ୍‌’ରେ ମଧ୍ୟ କାମ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏନ୍‌ସିବି ଡ୍ରଗ୍ସ ଲିଙ୍କ୍‌ରେ ଥିବା ଲୋକଙ୍କୁ ଧରିବା ପାଇଁ ଚାରିଆଡ଼େ ଜାଲ ବିଛେଇଛନ୍ତି । ଆଉ  ଅଫିସିଆଲି ଭାବେ ସାଦା ପୋଷାକରେ କିଛି ଅଫିସରଙ୍କୁ ବିଭିନ୍ନ ସ୍ଥାନ ( ବରସୋଭା, ମୁମ୍ୱାଇ )ରେ ମୁତୟନ କରିଛନ୍ତି । ୫ଜଣ ବ୍ୟକ୍ତି  ଏହି ଅପରେସନରେ ଗିରଫ ହୋଇଛନ୍ତି ।  

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା