PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ମାଛମାନଙ୍କୁ ଖାଇବାକୁ ଦେବାବେଳେ କୁଆଡୁ ଚାଲିଆସିଲା ଗୋଟେ ସାପ, ଆଉ ତା ପରେ…

https://khabar.ndtv.com/

ନୂଆଦିଲ୍ଲୀ ୬/୮: ଆପଣ ମାଛ ମାନଙ୍କୁ ଖାଇବାକୁ ଦେଉଥିବେ ନିଶ୍ଚୟ । ତେବେ ଆପଣ ମାଛକୁ ଖାଇବାକୁ ଦେବା ପାଇଁ କେବେ ପାଣିରେ ସିଧା ହାତ ପୂରାଇଦେବେନି । କଣ ହେବ ? ସେଇଟା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି କି ମାଛଙ୍କୁ ଖାଇବାକୁ ଦେବା ପାଇଁ ଜଣେ ବ୍ୟକ୍ତି ପାଣିରେ ହାତ ପୂରାଇ ଦେଉଛି । ତେବେ ଖାଇବା ଦେଖି ଗୋଟିଏ ସାପ ତା ହାତ ପାଖକୁ ପଳାଇ ଆସୁଛି । ଯାହାକୁ ଦେଖି ଲୋକଟି ଦୌଡିବାରେ ଲାଗୁଛି ।

Rattlesnakes can swim btw from r/WTF

୧୬ ସେକେଣ୍ଡର ଏହି ଭିଡିଓ ଦେଖି ଯେତିକି ହସ ଲାଗୁଛି ସେତିକି ଭୟ ମଧ୍ୟ ଲାଗୁଛି । ପାଣିରେ ଖାଇବା ଦେଖି ମାଛମାନେ ଚାଲିଆସୁଛନ୍ତି ଏବଂ ତା ହାତରୁ ଖାଦ୍ୟ ନେଉଛନ୍ତି । ତେବେ ଗୋଟିଏ ସାପ ମଧ୍ୟ ଅଚାନକ ଚାଲିଆସୁଛି । ଲୋକଟି ସାପକୁ ଦେଖିବା ମାତ୍ରେ ସବୁ ଛାଡି ଦୌଡୁଛି ।

ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି ରେଟେଲ ସ୍ନେକ୍ ମଧ୍ୟ ପହଁରିପାରେ । ୩ ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୫ ହଜାରରୁ ଅଧିକ ଭିୟୁଜ୍ ମିଳିସାରିଛି । ଅନେକ ଲୋକଙ୍କୁ ଏହି ଭିଡିଓଟି ବହୁତ ସକିଂ ଲାଗିଛି । ଅନେକ ୟୁଜର୍ସ ଏହା ଉପରେ ନିଜ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର