ନାଭି ଖୋଲିଥାଏ ବ୍ୟକ୍ତିର ରହସ୍ୟ: କ’ଣ କହିଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ, ପଢନ୍ତୁ ଏଠାରେ..

ଦୁନିଆଁରେ ବହୁତ ଲୋକ ଅଛନ୍ତି ଯାହା ମଣିଷ ଶରୀରକୁ ଦେଖିକରି ତାହାର ଚାଳିଚଳଣ ବିଷୟରେ କହିପାରିବେ।ଏମିତିକି ଆମ ଶରୀରରେ ବହୁତ ଭାଗ ବା ଅଂଗ ମଧ୍ୟ ରହିଛି ଯାହା ଆମ ବିଷୟରେ କହିଥାଏ, ଏହା ମଧ୍ୟରେ ଗୋଟିଏ ହେଉଛି ବ୍ୟକ୍ତିର ନାଭି। ଆଜି ଆମେ କହିବାକୁ ଯାଉଛୁ ଅଲଗା ଅଲଗା ନାଭି ବିଷୟରେ ।

ବିରୋଧ ନାଭି : ଏହି ପ୍ରକାରର ନାଭିଗୁଡିକ ଲାଗିଯାଇଥାଏ। ଏହି ପରି ନାଭିଥିଲା ବାଲା ଲୋକ ହଟ ଓ ଧୀର୍ ପ୍ରକୃତିର ହୋଇଥାନ୍ତି , ଏମିତି ନାଭି ଲୋକେ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି , ବିରୋଧ ନାଭି ବାଲା ଲୋକେ ଯେ କୌଣସି ସଂମ୍ପର୍କକୁ ପୁରା ଭାବେ ନିଭାଇଥାନ୍ତି ।

ବହୁତ ଗଭୀର ଥିବା ବାଲା ନାଭି : ବଡ ଓ ଗଭୀର ଥିବା ନାଭି ବଡ ଦିଲୱାଲା ହୋଇଥାନ୍ତି , ଏହି ଲୋକ ନିଜ କଠିନତା ନିଜ ମଧ୍ୟରେ ରଖିଥାନ୍ତି ଓ ଏହାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ , ସେମାନେ ବହୁତ ବଡ ସହାନୁଭୁତିଶୀଳ ହୋଇଥାନ୍ତି ଓ ସମସ୍ତଙ୍କ ସହ ଭଲ ବ୍ୟବହାର କରିଥାନ୍ତି । ସେମାନଙ୍କୁ ମିଳିଥିବା ଅଲଗା ଅଲଗା ଅନୁଭବ କାରଣରୁ ସେମାନେ ପରିସ୍ଥିତି ସହ ଭଲ ଭାବେ ମୁକାବଲା କରିପାରନ୍ତି ।

ଛୋଟ ନାଭି : ଏହି ପରି ନାଭି ଥିବାଲୋକେ ବହୁତ ଚତୁର ହୋଇଥାନ୍ତି । ସେମାନେ ନିଜ ମଧ୍ୟରେ କଥାକୁ ଲୁଚାଇ ରଖିଥାନ୍ତି ଓ ଲୋକଙ୍କର ନକରାତ୍ମକ କାର୍ଯ୍ୟକୁ ସେ ଆଗରୁ ଜାଣିପାରନ୍ତି । ସେମାନେ ନିଜ ଜୀବନ ବିଷୟରେ କାହା ଆଗରେ କଥା ବାର୍ତ୍ତା କରନ୍ତି ନାହିଁ ।

ତଳୁଆ ନାଭି : ତଳ ପାର୍ଶ୍ୱକୁ ଥିବା ନାଭି ଉର୍ଜା ସ୍ତର କମ୍ ଦେଖାଯାଏ । ଏମାନେ ମାନୁଆଲ୍ କାମକୁ ବେଶୀ ପସନ୍ଦକରନ୍ତି ନାହିଁ । କିନ୍ତୁ ଅନ୍ୟ କାର୍ଯ୍ୟକୁ ବହୁତ ଧ୍ୟାନ ଦିଅନ୍ତି ଯେଉଁଥିରେ ବୁଦ୍ଧିମତାର ଆବଶ୍ୟକତା ହୋଇଥାଏ । ଏମାନେ ଅଳସୁଆ ପ୍ରବୃତିର ହୋଇଥାନ୍ତି ଓ ଏମାନଙ୍କ ଆଳସ ଯୋଗୁଁ ଏମାନଙ୍କୁ ଅଧିକା ଚାଲକ ହୋଇପାରନ୍ତି ନାହିଁ । ଏମାନେ ନିଜ ମଧ୍ୟରେ ଖୁସି ରୁହନ୍ତି ।

ଓଭାଲ୍ ନାଭି : ଯଦି ଆପଣଙ୍କ ନାଭି ଏପରି ଅଟେ ତେବେ ଆପଣ ବହୁତ ଦୂର୍ବଳ ପ୍ରକୃତିର ଅଟନ୍ତି । ଆପଣ ଅଧୀର ହେବା କାରଣରୁ ବହୁତ ଜଲଦି ଚିନ୍ତିତ ହୋଇଯାଆନ୍ତି । ଆପଣ ନିଜକୁ ବହୁତ ବିଜି ରଖନ୍ତି ଓ ନୁଆ ନୁଆ ଜିନିଷ ବିଷୟରେ ଜାଣିବାକୁ ଇଚ୍ଚା ରଖନ୍ତି । ସବୁ ଜିନିଷକୁ ଅଧିକା ଗମ୍ଭୀରତାର ସହ ନେଇଥାନ୍ତି । ଯାହାକାରଣରୁ ନିଜକୁ ଆଘାତ ଦେଇବସନ୍ତି ଓ ନିଜ ମଧ୍ୟରେ ସବୁ ପୀଡା ସହ୍ୟ କରିନିଅନ୍ତି ।

ୱାଇଡ୍ ବେଲି ନାଭି : ଏହି ପରି ନାଭି ଲୋକ ସବୁ ପରିସ୍ଥିତିକୁ ଲଢିବାର ସବୁବେଳେ ପ୍ରସ୍ତୁତ ରୁହନ୍ତି । ସବୁ ବେଳେ ନିଜ ଗୋଡରେ ଠିଆ ହେବାକୁ ପସନ୍ଦ କରନ୍ତି । ଏହି ଲୋକ ସହଜରେ ଅନ୍ୟ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ