PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଶାଳୀର ବାହାଘରରେ କାହଁକି ଯୋଗଦେଇ ପାରିଲେନି ସାନିଆ ମିର୍ଜାଙ୍କ ପତି ଶୋଏବ୍ ମଲିକ୍? ଏବେ ଜଣାପଡିଲା ପ୍ରକୃତ କାରଣ

ନୂଆଦିଲ୍ଲୀ,୧୩।୧୨: ସାନିଆ ମିର୍ଜାଙ୍କ ସାନ ଭଉଣୀ ଅନମ ମିର୍ଜାଙ୍କର ବିବାହ ନିକଟରେ ସରିଛି। ଅନମ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନଙ୍କୁ ଗୁରୁବାର ବିବାହ କରିଛନ୍ତି। ତେ​‌ବେ ଏହି ହାଇ-ପ୍ରୋଫାଇଲ ବିବାହରେ ବହୁ ସେଲିବ୍ରିଟି ଓ ପ୍ରଭାବଶାଳି ବ୍ୟକ୍ତିବିଶେଷ ଆସିଥିବା ବେଳେ ସାନିଆଙ୍କୁ ପତି ତଥା ଅନମଙ୍କ ଭିଣୋଇ କ୍ରିକେଟର ଶୋଏବ୍ ମଲିକ୍ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଗଣମାଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଥିଲା।

ଶାଳୀର ବାହାଘରରେ ଭିଣୋଇ ନଆସିବା ଖବର ନିଆଁ ଭଳି ଚାରିଆଡେ ବ୍ୟାପୀ ଯାଇଥିଲା। କିନ୍ତୁ ପାକିସ୍ତାନୀ କ୍ରିକେଟର ଶୋଏବ୍ ମଲିକ୍ ନିଜର ଶାଳୀର ବାହାଘରକୁ ନଆସିବାର ପ୍ରକୃତ କାରଣ ଏବେ ଜଣାପଡିଛି। ତାହା ହେଲା ଶୋଏବ ବାଂଲାଦେଶରେ ଖେଳାଯାଉଥିବା ବାଂଲାଦେଶ ପ୍ରିମିୟର ଲିଗରେ ରାଜଶାହୀ ରୟାଲ୍ସ ପାଇଁ ଖେଳୁଛନ୍ତି ଓ ଗୁରୁବାର ତାଙ୍କ ଟିମର ମ୍ୟାଚ୍ ଥିଲା, ଯେଉଁଥିରେ ତାଙ୍କ ଟିମ୍ ଜିତିଥିଲା।

ସମ୍ବନ୍ଧିତ ଖବର