ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିବା ବହୁତ ଜରୁରୀ, ଜାଣନ୍ତୁ ଏହାର ରହସ୍ୟ…

ଗୋଟେ ସମୟ ଥିଲା ଯେତେବେଳେ ପୁଅ ଓ ଝିଅଙ୍କ ପାଇଁ ବାହାଘର ଖୋଜା ଯାଉଥିଲା ପ୍ରଥମେ ସେମାନଙ୍କର ବୟସ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଯାଉଥିଲା। ବର ଓ କନିଆ ମଧ୍ୟରେ ବୟସର ବ୍ୟବଧାନ ରହୁ ବୋଲି ପରିବାରର ଗୁରୁଜନମାନେ ଚାହୁଁଥିଲେ। ଯଦିଓ ଆଜି ବି ପ୍ରସ୍ତାବ ଖୋଜିବା ସମୟରେ ବୟସ ଉପରେ ପ୍ରଥମେ ନଜର ଦିଆଯାଏ କିନ୍ତୁ ତାହା ଏବେ ବାଧ୍ୟତାମୂଳକ ନୁହେଁ। ପ୍ରାୟତଃ ବର କନିଆଠାରୁ ୫-୬ବର୍ଷ ବୟସରେ ବଡ ହୋଇଥାନ୍ତି। ମାତ୍ର ବହୁତ ଲୋକଙ୍କୁ ଏହି କଥା ଜଣା ନାହିଁ ଯେ ବର କନିଆଠାରୁ ବୟସରେ ବଡ ହେବା କାହିଁକି ଜରୁରୀ।  

ପ୍ରଥମତଃ ସ୍ବାମୀଠାରୁ ସ୍ତ୍ରୀ ଯେମିତି ବଡ଼ ନଦେଖାଯାଉ ସେହି କାରଣରୁ ପରିବାର ସଦସ୍ୟ ଝିଅଠାରୁ ୫-୬ ବର୍ଷ ବଡ଼ ଥିବା ପୁଅ ସହିତ ବିବାହ କରିଥାନ୍ତି।

ସତ କଥା ହେଲା କି ଝିଅମାନେ ପୁଅଙ୍କଠାରୁ ଅଧିକ ବୁଦ୍ଧିମତୀ ଅଥବା ପୂର୍ଣ୍ଣ ବିକଶିତ ହୋଇଥାନ୍ତି। ଏମିତିରେ ଯଦି ଦୁଇ ଜଣଙ୍କର ବୟସ ସମାନ ହେବ ତେବେ ସେମାନଙ୍କ ଭାବନା ଜଣଙ୍କର ଅନ୍ୟ ଜଣଙ୍କ ସହିତ କେବେ ବି ମିଶିବନି। ଯେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ଅଧିକ ଥାଏ।

ଯଦି ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥିବ ତେବେ ଘର ଗୃହସ୍ଥୀରେ ଛୋଟ ବଡ଼ କାମରେ ସେ ସାହାଯ୍ୟ କରିପାରିବ। ଯଦି ସମାନ ବୟସର ହେବେ ତାହାଲେ ସାହାଯ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିରହିବ ।

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭାବୁକ ହୋଇଥାନ୍ତି। ଏମିତିରେ ମା’ ବାପା ସବୁବେଳେ ଚେ​ଷ୍ଟା କରିଥାନ୍ତି ତାଙ୍କ ଝିଅର ଜୀବନସାଥୀ ସବୁବେଳେ ତାକୁ ଭାବନାତ୍ମକୁ ରୂପରେ ସାହାରା ଦେବାରେ ସକ୍ଷମ ହେଉ।

   ସମ୍ବନ୍ଧିତ ଖବର


ନିଜ ହାଡ଼କୁ କେମିତି ଶକ୍ତ ରଖିବେ ? ଏହି ଖାଇବା ଅଭ୍ୟାସକୁ ଆପଣାନ୍ତୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରହଣ ସମୟ…

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ବେସାହାରା ପିତା ! ପିଲାମାନେ ଘରୁ ବାହାର କରିଦେଲେ , ୮୦ ବର୍ଷ ବୟସରେ ପେଣ୍ଟିଂ ବିକ୍ରି କରି ଚଳୁଛନ୍ତି

LPG ସିଲିଣ୍ଡର ପାଇଁ ଇନସ୍ୟୁରାନ୍ସ କଭର ନେଲେ ମିଳିବ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା, ଜାଣନ୍ତୁ…

ଘରେ ଆକ୍ବାରିୟମ୍ ଥିଲେ ଏସବୁ କଥା ଜାଣି ରଖନ୍ତୁ, ଭୁଲ ଦିଗରେ ଥିଲେ ହେବନି ଉନ୍ନତି