PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା- ଛତିଶଗଡକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଗୁଡାରୀ ଏବଂ କେନ୍ଦୁଗୁଡା ପୋଲିସର କୁଟ୍ରାଧର ରାସ୍ତା ନିକଟରେ ଚଡାଉ। ମିନିଟ୍ରକ ସହ ୨କ୍ବୁଣ୍ଟାଲ ୪୫ କେଜି ଗଞ୍ଜେଇ ଜବତ। ଜଣେ ଗିରଫ
  • ||
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ଏହି ସ୍ଥାନରେ ଅଛି ଶାଶୁ-ବୋହୂ ମନ୍ଦିର; ୧୧୦୦ ବର୍ଷ ପୁରୁଣା

ଶିବ ମନ୍ଦିର ହେଉ ଅବା ବିଷ୍ଣୁ ମନ୍ଦିର ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି ଏଭଳି ଐତିହାସିକ ମନ୍ଦିରମାନ ଦେଖିବାକୁ ପାଇବେ। କିନ୍ତୁ ଶାଶୁ-ବୋହୂ ନାମକ ଏକ ମନ୍ଦିର କେଉଁଠି ଅଛି ଏହା କେବେ ଶୁଣିଛନ୍ତି କି? ଏହି ଶାଶୁ-ବୋହୂ ମନ୍ଦିର ସମ୍ପର୍କରେ ଜାଣିଲେ ଆପଣ ବି ହୋଇଯିବେ ଚକିତ।

ଏହି ଶାଶୁ-ବୋହୂ ମନ୍ଦିର ରାଜସ୍ଥାନ ସ୍ଥିତ ଉଦୟପୁରଠାରେ ଅବସ୍ଥିତ। ଏହା ଉଦୟପୁରର ପ୍ରସିଦ୍ଧ ଐତିହାସିକ ଓ ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଅନ୍ୟତମ। ବୋହୁ ମନ୍ଦିର ଶାଶୂ ମନ୍ଦିରଠାରୁ ଅଳ୍ପ ଛୋଟ। ଦଶ ଶତାବ୍ଦୀରେ ନାରୀମତି ଶାଶୁ-ବୋହୂ ମନ୍ଦିରର ଅଷ୍ଟକୋଣ ଛାତକୁ ଆଠଜଣ ମହିଳା ଖୋଦେଇ କରିଥିଲେ। ମନ୍ଦିର କବାଟରେ ରାମାୟଣର ବିଭିନ୍ନ ଘଟଣାବଳୀକୁ ବିଭିନ୍ନ କାରୁକାର୍ଯ୍ୟ କରି ସଜା ଯାଇଛି। ମୂର୍ତ୍ତିର ଦୁଇ ପାଦକୁ ଏମିତି ବ୍ୟବସ୍ଥିତ କରାଯାଇଛି ଯେ ଜଣେ ଅନ୍ୟ ଜଣକୁ ଘେରି ରହିଛି। ଶାଶୁ ବୋହୂଙ୍କ ଏହି ମନ୍ଦିର ଗୋଟିଏ ମଂଚରେ ତ୍ରିମୂର୍ତ୍ତି ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଛବିକୁ ଖୋଦେଇ କରାଯାଇଛି। ଅନ୍ୟ ଏକ ମଂଚରେ ରାମ, ବଳରାମ, ପର୍ଶୁରାମଙ୍କ ଛବି ଲାଗିଛି।

କୁହାଯାଏ, କି ମେବାଡର ରାଜକୀୟ ପରିବାରର ରାଜାମାତା ଭଗବାନ ବିଷ୍ଣୁଙ୍କ ମନ୍ଦିର ଏବଂ ବୋହୂ ସପ୍ତଫେଣୀ ନାଗଙ୍କ ମନ୍ଦିର ନିର୍ମାଣ କରିଥିଲେ। ଶାଶୁ-ବୋହୂଙ୍କ ଦ୍ବାରା ନିର୍ମିତ କରାଯାଇଥିବା ଯୋଗୁଁ  ଏହି ମନ୍ଦିରକୁ ଶାଶୁ-ବୋହୂ ମନ୍ଦିର ନାମରେ ଡକାଯାଏ। ୧୧୦୦ ବର୍ଷ ପୁରୁଣା ଏହି ମନ୍ଦିରର ନିର୍ମାଣ ରାଜା ମହିପାଳ ଏବଂ ରତନପାଲ କରିଥିଲେ। ଶାଶୁ-ବୋହୂ ମନ୍ଦିରର ପଶ୍ଚିମ ଦ୍ବାରରେ ତିଆରି ହୋଇଥିବା ଛାତ ଉପରେ ମହାଭାରତର ପୁରା କଥାକୁ ବେଶ୍ ସୁନ୍ଦର ଭାବେ ଅଙ୍କା ଯାଇଛି। ଏହି ଛାତକୁ ଲାଗି ବାମ ଛାତରେ ଶିବ ପାର୍ବତୀଙ୍କ ପ୍ରତିଛବି ରହିଛି।

ହୋଇପାରେ ଆଜି ଦିନରେ ଏହି ମନ୍ଦିରର ଗର୍ଭାଗୃହରୁ ଦେବାଦେବୀଙ୍କ ପ୍ରତିମୂର୍ତି ହଜିଗଲାଣି। ତଥାପି ଶାଶୁ-ବୋହୂଙ୍କ ଏହି ମନ୍ଦିରରେ ଭଗବାନ ବିଷ୍ଣୂଙ୍କ ୩୨ମିଟର ଉଚ୍ଚା ଓ ୨୨ମିଟର ଚଉଡାର ପ୍ରତିମୂର୍ତି ଅଛି। ଏହି ପ୍ରତିମୂର୍ତି ୧୦୦ ଭୂଜ ବିଶିଷ୍ଟ। ଏଥିପାଇଁ ଏହି ମନ୍ଦିରକୁ ସହସ୍ରାବାହୁ ମନ୍ଦିର ନାମରେ ମଧ୍ୟ ନାମିତ କରାଯାଇଛି। ଶାଶୁ-ବୋହୂଙ୍କ ଦୁଇ ମନ୍ଦିର ମଧ୍ୟରେ ଭଗବାନ ବ୍ରହ୍ମାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ। ଶାଶୁ-ବୋହୂ ମନ୍ଦିର ପାଖରେ ମେବାଡ ରାଜବଂଶ ସ୍ଥାପନା କରାଯାଇଛି। କୁହାଯାଏ କି ଯେବେ ଦୁର୍ଗରେ ​‌ମୋଙ୍ଗଲମାନେ କବଜା କରିଥିଲେ ସେତେବେଳେ ଶାଶୁ-ବୋହୂ ଏହି ମନ୍ଦିରକୁ ଚୟନ କରିଥିଲେ।

ସମ୍ବନ୍ଧିତ ଖବର