PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ମା’କୁ ଦାଦା ସହ ଅବୈଧ ସମ୍ପର୍କ ରଖିବା ବେଳେ ଦେଖିଦେଲା ପୁଅ, ଏହାପରେ ଜଙ୍ଗଲରୁ ମିଳିଲା ରକ୍ତାକ୍ତ ମୃତଦେହ

କାଙ୍ଗଡା,୨୮।୧୨: ହିମାଚଳ ପ୍ରଦେଶର ଜିଲ୍ଲା କାଙ୍ଗଡାରେ ଘଟିଛି ଲଜ୍ୟାଜନକ ଘଟଣା। ଜଣେ ମା’ ଦିଜର ୭ ବର୍ଷର ପୁଅକୁ ହତ୍ୟା କରିଛି। ଏହି ମାମଲା ଇନ୍ଦୋର ତହସିଲର ଭୋଗ୍ରଭା ପଞ୍ଚାୟତର ଅଟେ। କୁହାଯାଉଛି ଯେ, ମା ନିଜର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ଏଭଳି କରିଛି। ପୋଲିସ  ନିକଟରେ ଏ ସମ୍ପର୍କରେ ଅଭିଯୁକ୍ତ ମହିଳାଙ୍କ ସ୍ବାମୀ ବଲଓ୍ବନ୍ତ ସିଂ ମାମଲା ରୁଜୁ କରିଛନ୍ତି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ୩  ପିଲାଙ୍କର ମା’ ହୋଇ ସାରିଥିବା ପୁନା ଦେବୀଙ୍କ ନିଜର ଦିଅର ସେଭା କୁମାରଙ୍କ ସହିତ ଅବୈଧ  ସମ୍ପର୍କ ରଖିଥିଲେ। ୭ ବର୍ଷର ପୁଅ ଯୁଦ୍ଧବୀର ଓରଫ ବିନୟ ଦୁହିଁଙ୍କୁ ଶାରିରୀକ ସମ୍ପର୍କ ରଖିବା ବେଳେ ଦେଖି ନେଇଥିଲା। ଏହି କାରଣରୁ ମହିଳା ଜଣକ ଦିଅର ସହ ମିଶି ନିଜର ପୁଅକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫୋପାଡି ଦେଇଥିଲେ।

ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳା ଓ ତାଙ୍କ ଦିଅରକୁ ଗିରଫ କରିଛି। ପରିବାରର ସମସ୍ତ ସଦସ୍ୟଙ୍କ ବୟାନ ପୋଲିସ ରେକର୍ଡ କରିଛି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ   ଚାଞ୍ଚଲ୍ୟ ଖେଳି ଯାଇଛି। ମହିଳା ଜଣଙ୍କର ଏହି ପଦକ୍ଷେପ ପାଇଁ ତାଙ୍କର ପରିବାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର