PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କରୋନା – ପତିଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ବାସନ ସଫା କରୁଛନ୍ତି ପତ୍ନୀ

navbharattimes.indiatimes.com/

ଫ୍ଲୋରିଡ଼ା – ପତି-ପତ୍ନୀଙ୍କର ପ୍ରେମ କିପରି ହୋଇଥାଏ , ଏହି ବିଷୟକୁ ପଢ଼ି ଆପଣ ଜାଣିପାରିବେ । ଜଣେ ବ୍ୟକ୍ତିଙ୍କର ଦେହ ଖରାପ ଥିଲା , ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ତ୍ରୀ ତାଙ୍କୁ ଆଉ ଭେଟ ହୋଇପାରିଲେନି । ଡାକ୍ତରଙ୍କ ବ୍ୟତୀତ କେହି ବି ତାଙ୍କ ସହ ଭେଟି ପାରିଲେ ନାହିଁ । କାରଣ ପରେ ଲାଗିଗଲା ଲକ୍‌ ଡାଉନ୍‌। ଏବେ ରୋଗୀଙ୍କୁ ବାହାରୁ କାହା ସହ ଦେଖା କରିବାକୁ ଦିଆଯାଉନଥିଲା । ପତ୍ନୀ ନିଜ ସ୍ୱାମୀଙ୍କ ସହ ମିଶିବା ପାଇଁ ଏକ ଉପାୟ ବାହାର କଲେ । ସେ ହସ୍ପିଟାଲରେ ବାସନ  ଧୋଇବା କାମ କରିବାକୁ ଲାଗିଲେ। କିନ୍ତୁ  ଏହି ସବୁ ଏତେ ସହଜ ନଥିଲା ।

୧୦୪ ଦିନ ହେଲା ସ୍ୱାମୀଙ୍କୁ ଦେଖିନଥିଲେ –

ମେଟ୍ରୋ  ଖବର ମୁତାବକ , Mary Daniel ନିଜର ପତି ଷ୍ଟିଭ୍‌ଙ୍କୁ ୧୦୪ ଦିନ ହେଲା ଦେଖି ନଥିଲେ। ଏହି ମାମଲାଟି ଆମେରିକା ସ୍ଥିତ ଫ୍ଲୋରିଡ଼ାର । ଷ୍ଟିବ୍‌ ନର୍ସିଂହୋମ୍‌ରେ ଥିଲେ । ମେରୀ ପ୍ରଥମେ ହସ୍ପିଟାଲରେ ଜଣେ ଭଲ୍ୟୁଣ୍ଟିୟର  କାମ କରିବାକୁ ନେଇ କଥା ହେଲେ ।  କିନ୍ତୁ କଥା ହୋଇପାରିଲାନି ।

୭ ଦିନ ପୂର୍ବରୁ ଷ୍ଟିଭ୍‌ଙ୍କୁ ଅଲଜାଇମର ହୋଇଥିଲା ।  ସେ ଡାଇଗ୍ନୋସ୍‌ ହେବା ପରେ ମେରୀ  ଷ୍ଟିଭ୍‌ଙ୍କୁ କଥା ଦେଇଥିଲେ କେବେ ଦୂରେଇ ରହିବେ ନାହିଁ । ମେରୀ ଓ ଷ୍ଟିଭ୍‌ ୱିଡୋ ଭିଜିଟ୍‌ ମଧ୍ୟ କରିଛନ୍ତି । କିନ୍ତୁ ଷ୍ଟିଭ୍‌ ମେରୀଙ୍କୁ ଦେଖି  ଖାଲି କାନ୍ଦିବାକୁ ଲାଗିଲେ । ସେ କହିଥିଲେ , ଷ୍ଟିଭ୍  ମୋ ଠାରୁ ପାଖାପାଖି ୮ କିଲୋମିଟର ଦୂରରେ, କିନ୍ତୁ  ତାଙ୍କୁ ଟିକେ ଦେଖିପାରୁନଥିଲି ।

ମେରୀ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ପୋଷ୍ଟ କରିଛନ୍ତି , ଗଭର୍ଣ୍ଣରଙ୍କୁ ମଧ୍ୟ  ଅନୁରୋଧ କରିଥିଲେ କି ସେ ତାଙ୍କ ପତିଙ୍କ ପାଖେ ପାଖେ ରହିବେ । ତାଙ୍କୁ ଠିକ୍‌ ଲାଗିବ ଓ ସେ ଶୀଘ୍ର ଠିକ୍‌ ହୋଇଯିବେ । କିନ୍ତୁ କିଛି ହୋଇନଥିଲା ।

ଦିନେ ନର୍ସିଂହୋମ୍‌ରୁ ତାଙ୍କ ପାଖକୁ କଲ୍‌ ଆସିଲା । ସେଠାରେ ଜଣେ ପାର୍ଟ ଟାଇମ୍‌ ବାସନ ମଜା ବ୍ୟକ୍ତିର ଆବଶ୍ୟକତା ଥିଲା । ମେରୀ ତୁରନ୍ତ ହଁ କରିଦେଲେ।  ପ୍ରଥମେ ତାଙ୍କର ଟ୍ରେନିଂ ହେଲା । ଏବେ ସେ ସପ୍ତାହକୁ ଦୁଇ ଦିନ ନିଜ ଜବ୍‌ ସହ  ନର୍ସିଂ ହୋମ୍‌ରେ ମଧ୍ୟ ଜବ୍‌ କରୁଥିଲେ ।

ମେରୀ କୁହନ୍ତି ମୁଁ ମୋ ପତିଙ୍କ ପାଇଁ ସବୁ କିଛି କରିବାକୁ୍ ପସ୍ତୁତ । ଆଜି କିଛି ଲୋକ ନିଜ ଲୋକଙ୍କ ଠାରୁ ଦୂରରେ ରହି ଏକଲା ଦୁନିଆରୁ ଅଲବିଦା କହୁଛନ୍ତି । 

ବର୍ତ୍ତମାନ ସବୁ ସଚେତନତା ଅବଲମ୍ୱନ କରି  ପିପିଇ ପିନ୍ଧି ମେରୀ ତାଙ୍କ ସ୍ୱାମୀଙ୍କ ପାଖକୁ ଯାଉଛନ୍ତି । ଆଶା କରାଯାଉଛି କି  ମେରୀଙ୍କର ପ୍ରେମ  ଷ୍ଟିଭ୍‌ଙ୍କୁ ଶୀଘ୍ର ଠିକ୍‌ କରିଦେବ ।

ସମ୍ବନ୍ଧିତ ଖବର