PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଡିଜିଟାଲ୍ ପେମେଣ୍ଟ କରି ବିୟର କିଣିଲେ ଯୁବତୀ, ଆକାଉଣ୍ଟରୁ ଉଡିଗଲା ୮୭ ହଜାର ଟଙ୍କା

ମୁମ୍ବାଇ ୩୦/୮: ମୁମ୍ବାଇରେ UPI  ୟୁଜ୍ କରି ବିୟର କିଣିବା ସମୟରେ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୭ ହଜାର ଟଙ୍କା ଚାଲିଯାଇଛି । ଏହି ମହିଳା ମୁମ୍ବାଇର ପୋୱାଇ ଅଞ୍ଚଳରେ ଷ୍ଟାର ୱାଇନ୍ ସପ୍ ପାଇଁ ଲିଷ୍ଟେଡ୍ ନମ୍ବରରେ କଲ୍ କଲେ । ଦୋକାନୀ ତାଙ୍କୁ ଫୋନରେ ଗୁଗଲର ପେ ଜରିଆରେ ୪୨୦ ଟଙ୍କା ପେମେଣ୍ଟ କରିବା ପାଇଁ କହିଲା ଏବଂ ନିଜ UPI ID ସେୟାର କରିବା ପାଇଁ କହିଲା । ମହିଳା ଏହି ନମ୍ବର ଗୁଗଲ ସର୍ଚ୍ଚରେ ବାହାର କରିଥିଲେ ।

ଆଇଡି ସେୟାର କରିବା ପରେ ମହିଳାଙ୍କୁ ପେମେଣ୍ଟ ରିକ୍ୱେଷ୍ଟ ମିଳିଲା ଏବଂ ଯେମିତ ସେ ରିକ୍ୱେଷ୍ଟକୁ ଆକସେପ୍ଟ କଲେ ତାଙ୍କ ଆକାଉଣ୍ଟରୁ ୨୯,୦୦୧ ଟଙ୍କା ଡେବିଟ୍ ହୋଇଗଲା । ଏହା ପରେ ମହିଳା ୱାଇନ୍ ସପରେ ୨ୟ ଥର କଲ୍ କରି ପଚାରିବା ପରେ ଦୋକାନୀ କ୍ଷମା ମାଗି କହିଲା ଯେ ଭୁଲରେ ହୋଇଯାଇଛି ।

ଏହା ପରେ ଯେମିତି କଲ୍ ଡିସକନେକ୍ଟ ହେଲା ସାଙ୍ଗେସାଙ୍ଗେ ୫୮ ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟରୁ ପୁଣି ଡେବିଟ୍ ହୋଇଗଲା । ପୋଲିସ  ସୂଚନା ଦେଇଛି ଯେ ଯେତେବେଳେ ଘଟଣାର ଯାଞ୍ଚ କରିବା ପାଇଁ ମହିଳା ଦୋକାନରେ ପହଞ୍ଚିଲେ ଦୋକାନୀ କହିଲା ଯେ ଯେଉଁ ନମ୍ବରକୁ ସେ କଲ୍ କରିଥିଲେ ସେ ନମ୍ବରଟି ସେହି ଷ୍ଟୋରର ନୁହେଁ ।

ପୋଲିସ ମାମଲା ରୁଜୁ କରିଛି । ଏହିଭଳି ମୁମ୍ବାଇର ସାକିନାକାରେ ରହୁଥିବା ଜଣେ ବ୍ୟକ୍ତି ୨୩ ବର୍ଷୀୟ ଅନିଲ୍ ପଦମ ସିଂହଙ୍କ ସହିତ ହୋଇଛି । ସେ ମୋବାଇଲର ଇଏମଆଇ ସମ୍ବନ୍ଧରେ ଯେତେବେଳେ ଆଇନାନ୍ସ ଫର୍ମକୁ ଫୋନ କଲେ ସେତେବେଳେ ତାଙ୍କ ଆକାଉଣ୍ଟରୁ ମଧ୍ଯ ଏକ ଲକ୍ଷ ଟଙ୍କା ସଫା ହୋଇଯାଇଥିଲା ।

କହିରଖୁଛୁ ଗୁଗଲ ନିଜ ଟ୍ରାଞ୍ଜାକ୍ସନକୁ ଏକ୍ସଟ୍ରା ସିକ୍ୟୋର କରିବା ପାଇଁ ଆପରେ ନୋଟିଫିକେସନ୍ ଓ ଏସଏମଏସ ପଠାଇଥାଏ । କିନ୍ତୁ ଯଦି ରିକ୍ୱେଷ୍ଟକୁ ସ୍ୱୀକାର କରାଯାଏ ତେବେ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଡେବିଟ୍ ହୋଇଯାଏ । ବଢୁଥିବା ଠକାମୀକୁ ଦୃଷ୍ଟିରେ ରଖି ଏହା ବହୁତ ଜରୁରୀ ହୋଇଯାଇଛି ଯେ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ବହୁତ ସାବଧାନତା ଅବଲମ୍ବନ କରାଯିବା ଉଚିତ୍ ।

ସମ୍ବନ୍ଧିତ ଖବର