PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଆଜି ବିଶ୍ୱ ସାଇକେଲ ଦିବସ,୩୬ଶହ ଦିଆସିଲି କାଠିରେ ସାଇକେଲ ତିଆରି କଲେ ଯୁବ ଶିଳ୍ପୀ ଶାଶ୍ବତ

ଭୁବନେଶ୍ୱର/ପୁରୀ ୦୩/୦୬: ଆଜି ବିଶ୍ୱ ସାଇକେଲ ଦିବସ । ଏହାକୁ ଦୃଷ୍ଟିରେ ରଖି ସାଇକେଲ୍‌ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ପ୍ରୟାସ କରିଛନ୍ତି ପୁରୀ କୁମ୍ଭାରପଡ଼ାର ୧୮ବର୍ଷୀୟ ଜଣେ ଛାତ୍ର ଶାଶ୍ୱତରଞ୍ଜନ ସାହୁ । ସେ ପ୍ରାୟ ୩୬୫୩ ଦିଆସିଲ କାଠି ବ୍ୟବହାର କରି ଏକ ସାଇକେଲ ତିଆରି କରିଛନ୍ତି । ଯାହାର ଉଚ୍ଚତା ୫୦ ଇଞ୍ଚ ଓ ଦୈଘ୍ୟ ୨୫ ଇଞ୍ଚ । ୭ ଦିନ ପରିଶ୍ରମରେ ସେ ଏହି ନିଆରା କୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

୧୮୭୦ରୁ ୧୮୮୦ ମସିହା ଭିତରେ ବ୍ୟବହାର ହେଉଥିବା ପୁରାତନ ସାଇକେଲ ମଡେଲକୁ ସେ ତାଙ୍କ କୃତିରେ ରୂପ ଦେଇଛନ୍ତି । ସାଇକେଲ ବ୍ୟବହାର ଦ୍ୱାରା ଯେକେହି ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ସହ ନିଜେ ଫିଟ୍‌ ରହିପାରିବ ବୋଲି ସେ କହିଛନ୍ତି