କରୋନାରେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲରଙ୍କ ମୃତ୍ୟୁ

ନ୍ୟୁୟର୍କ, ୧୨।୮: ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର କମଲାଙ୍କ ମୃତ୍ୟୁ ହୋଇଛି । ସେ କରୋନା ବା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ସଂପର୍କରେ ଡବ୍ଲ୍ୟୁଡବ୍ଲ୍ୟୁଇ ପକ୍ଷରୁ ସୂଚନା ଦିଆଯାଇଛି ।

କମଲାଙ୍କ ପ୍ରକୃତ ନାମ ଥିଲା ଜେମ୍ସ ହରିସ । ୨୦୧୨ ମସିହାରେ ଉଚ୍ଚ ରକ୍ତଚାପ ଏବଂ ଡାଏବେଟିସ ଯୋଗୁ ସେ ଗୋଟିଏ ଗୋଡ଼ ହରାଇଥିଲେ । ଆମେରିକାର ଏହି ରେସଲର ୨୦୧୦ ମସିହାରେ କ୍ୟାରିୟରରୁ ଅବସର ନେଇଥିଲେ । ୧୯୭୮ରେ କମଲା ପ୍ରୋ ରେସଲିଂରେ ପଦାର୍ପଣ କରିଥିଲେ ।

   ସମ୍ବନ୍ଧିତ ଖବର


ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ