PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

୬୦ ଦିନ ଶୋଇଲେ ମିଳିବ ବାର ଲକ୍ଷ ଟଙ୍କା

ମହାକାଶ ଯାତ୍ରାରେ ଯାତ୍ରୀଙ୍କ ଆଭ୍ୟନ୍ତରୀଣ ଅଙ୍ଗ ଓ ମାଂସପେଶୀରେ ଦେଖାଯାଉଥିବା ସମସ୍ୟାକୁ ଜାଣିବା ପାଇଁ ନାସା ଓ ଇଏସ୍‌ଏ ମିଳିତ ଭାବେ ଏକ ଅଧ୍ୟୟନ କରୁଛନ୍ତି । ଏହି ଅଧ୍ୟୟନ ଅନୁସାରେ, ଆର୍ଟିଫିସିଆଲ୍‌ ଗ୍ରାଭିଟି ଚାମ୍ବର ମଧ୍ୟରେ ଦୁଇ ମାସ ବିଛଣାରେ ଶୋଇବାକୁ ହେବ । ଖାଇବାଠାରୁ ପରିସ୍ରା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ବିଛଣାରେ କରିବାକୁ ହେବ । ସେଥିପଇଁ ଶୋଇଥିବା ବ୍ୟକ୍ତିଙ୍କୁ ୧୪ ହଜାର ପାଉଣ୍ଡ(୧୨ ଲକ୍ଷ ଟଙ୍କାରୁ ଅଧିକ) ଦେବାକୁ ନାସା ଘୋଷଣା କରିଛି । ଏଥିପାଇଁ ପ୍ରତିଯୋଗୀମାନେ ଅନଲାଇନ୍‌ ଆବେଦନ କରିଛନ୍ତି । ତନ୍ମଧ୍ୟରୁ ୨୪ ଜଣଙ୍କୁ ଚୟନ କରାଯାଇଛି । ନାସାର ସର୍ତ୍ତ ଅନୁସାରେ, ସମସ୍ତେ ସୁସ୍ଥ ଥିବା ସହ ସେମାନଙ୍କ ବୟସ ୨୪ରୁ ୫୫ ବର୍ଷ ଏବଂ ଜର୍ମାନୀ ଭାଷା ଜାଣିଥିବା ଆବଶ୍ୟକ । ଶୋଇଥିବା ସମୟରେ ପ୍ରତେିଯାଗୀଙ୍କ ମନୋରଞ୍ଜନ ପାଇଁ ଫଲି୍ମ ପ୍ରଦର୍ଶନ ସହ ବହି ପଢିବାର ସୁବିଧା ରହିଛି । ଶରୀରରେ ଠିକ୍‌ ରକ୍ତ ସଂଚାଳନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଚୟନ ହୋଇଥିବା ପ୍ରତିଯୋଗୀ ଗୋଟିଏ କେନ୍ଦ୍ରକୁ ଆଧାର କରି ବୁଲୁଥିବା ବେଡ୍‌ରେ ଶୋଇବେ । ବେଡ୍‌ଟି ୧ ମିନିଟ୍‌ରେ ୩୦ଥର ବୁଲିବ । ଅନ୍ୟ ପ୍ରତିଯୋଗୀ ସ୍ଥିର ବେଡ୍‌ରେ ଶୋଇବେ । ୬୦ ଦିନ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ ପାଞ୍ଚ ଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବ ।

ସମ୍ବନ୍ଧିତ ଖବର